ଭାରତୀୟ ରିଜର୍ଭ ବ୍ୟାଙ୍କ

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତୀୟ ରିଜର୍ଭ ବ୍ୟାଙ୍କ
ଭାରତୀୟ ରିଜର୍ଭ ବ୍ୟାଙ୍କ
Seal of the Reserve Bank of India.svg
Headquarters ଶହୀଦ ଭଗତ ସିଂହ ମାର୍ଗ ମୁମ୍ବାଇ, ମହାରାଷ୍ଟ୍ର
Coordinates Coordinates: 18°55′58″N 72°50′13″E / 18.932679°N 72.836933°E / 18.932679; 72.836933
Established ଅପ୍ରେଲ ୧, ୧୯୩୫ (୩୦୫୨୯ ଦିନ ଆଗରୁ) (1935-04-1)
ଗଭର୍ନର ରଘୁରାମ ରାଜନ
Currency ଭାରତୀୟ ମୁଦ୍ରା
Reserves US$311.86 billion [୧]
Bank rate 9.00% [୨]
Interest on reserves 4.00%(market determined)[୩]
Website http://www.rbi.org.in/

ଏହା ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା ଅଟେ । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ ଅନୁଯାୟୀ ନୂଆ ମୁଦ୍ରା ଛପାଇ ବଜାରକୁ ଛାଡିଥାଏ । ଏହା ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ଅନ୍ତର୍ଜାତୀୟ ବ୍ୟାଙ୍କମାନଙ୍କ ପାଇଁ ନିୟମ ପ୍ରଣୟନ କରିଥାଏ ।

ଇତିହାସ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Reserve Bank of India. Rbi.org.in (2005-02-07). Retrieved on 2014-05-21.
  2. Reserve Bank of India - India's Central Bank. Rbi.org.in. Retrieved on 2014-05-21.
  3. as on May 9th 2014

ବାହାର ତଥ୍ୟ[ସମ୍ପାଦନା]