Jump to content

ଗ୍ରାନିସେଟ୍ରନ

ଉଇକିପିଡ଼ିଆ‌ରୁ
(Granisetronରୁ ଲେଉଟି ଆସିଛି)
ଗ୍ରାନିସେଟ୍ରନ
Clinical data
Trade namesKytril, Sancuso, others
AHFS/Drugs.commonograph
MedlinePlusa601211
data
Pregnancy
category
    Routes of
    administration
    By mouth, intravenous, transdermal
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability60%
    Protein binding65%
    MetabolismLiver
    Elimination half-life3–14 hours
    ExcretionKidney 11–12%, faecal 38%
    Identifiers
    • 1-Methyl-N-((1R,3r,5S)-9-methyl-9-azabicyclo[3.3.1]nonan-3-yl)-1H-indazole-3-carboxamide
    ECHA InfoCard100.212.327 Edit this at Wikidata
    Chemical and physical data
    FormulaC18H24N4O
    Molar mass୩୧୨.୪୨ g·mol−1
    3D model (JSmol)
    • CN4[C@@H]1CCC[C@H]4C[C@H](C1)NC(=O)c3nn(C)c2ccccc23
    • InChI=1S/C18H24N4O/c1-21-13-6-5-7-14(21)11-12(10-13)19-18(23)17-15-8-3-4-9-16(15)22(2)20-17/h3-4,8-9,12-14H,5-7,10-11H2,1-2H3,(H,19,23)/t12-,13+,14- checkY
    • Key:MFWNKCLOYSRHCJ-BTTYYORXSA-N checkY
      (verify)

    ଗ୍ରାନିସେଟ୍ରନ (ଇଂରାଜୀ ଭାଷାରେ Granisetron), ଏକ ବେପାର ନାମ ସାନ‌କୁସୋ, ହେଉଛି ଏକ ଔଷଧ ଯାହା କେମୋଥେରାପି, ବିକିରଣ, ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ଓ ବାନ୍ତିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଇପାରେ, ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ କିମ୍ବା ଚର୍ମ ପ୍ୟାଚ୍ ଭାବରେ ଆବଶ୍ୟକତା ଅନୁସାରେ ବ୍ୟବହୃତ ହୋଇପାରେ ।[] ଗତି ଅସୁସ୍ଥତା କିମ୍ବା ଓପିଓଏଡ୍ କାରଣରୁ ହେଉଥିବା ବାନ୍ତି ପାଇଁ ଏହା ଉପଯୋଗୀ ନୁହେଁ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବୁକୁଜ୍ୱାଳା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନ ଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ୫-ଏଚଟି (5-HT3 ରିସେପ୍ଟର ବିରୋଧୀ ।[]

    ଗ୍ରାନିସେଟ୍ରନ ୧୯୮୫ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଓଣ୍ଡାନ୍‌ସେଟ୍ରନ୍‌‌ର ବିକଳ୍ପ ଭାବରେ[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଏହା ଜେନେରିକ୍ ବା ମୂଳ ନାମ ବିଶିଷ୍ଟ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧ ମିଗ୍ରାର ୧୦ଟି ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬ ଡଲାର ଅଟେ ।[]

    1. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 454. ISBN 978-0857114105.
    2. Frogge, Margaret Hansen; Goodman, Michelle (April 1999). Cancer Symptom Management (in ଇଂରାଜୀ). Jones & Bartlett Learning. p. 243. ISBN 978-0-7637-0864-1. Archived from the original on December 11, 2021. Retrieved December 9, 2021.
    3. 1 2 "Granisetron Monograph for Professionals". Drugs.com (in ଇଂରାଜୀ). Archived from the original on January 25, 2021. Retrieved 9 December 2021.
    4. "Granisetron Use During Pregnancy". Drugs.com (in ଇଂରାଜୀ). Archived from the original on January 25, 2021. Retrieved 9 December 2021.
    5. "Sancuso". Archived from the original on January 8, 2021. Retrieved 9 December 2021.
    6. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 448. ISBN 9783527607495. Archived from the original on September 30, 2021. Retrieved October 19, 2021.
    7. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    8. "Granisetron Prices, Coupons & Savings Tips - GoodRx". GoodRx. Retrieved 9 December 2021.