ଗ୍ରାନିସେଟ୍ରନ

ଉଇକିପିଡ଼ିଆ‌ରୁ
ଗ୍ରାନିସେଟ୍ରନ
Clinical data
Trade namesKytril, Sancuso, others
AHFS/Drugs.commonograph
MedlinePlusa601211
data
Pregnancy
category
Routes of
administration
By mouth, intravenous, transdermal
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability60%
Protein binding65%
MetabolismLiver
Elimination half-life3–14 hours
ExcretionKidney 11–12%, faecal 38%
Identifiers
  • 1-Methyl-N-((1R,3r,5S)-9-methyl-9-azabicyclo[3.3.1]nonan-3-yl)-1H-indazole-3-carboxamide
ECHA InfoCard100.212.327 Edit this at Wikidata
Chemical and physical data
FormulaC18H24N4O
Molar mass୩୧୨.୪୨ g·mol−1
3D model (JSmol)
  • CN4[C@@H]1CCC[C@H]4C[C@H](C1)NC(=O)c3nn(C)c2ccccc23
  • InChI=1S/C18H24N4O/c1-21-13-6-5-7-14(21)11-12(10-13)19-18(23)17-15-8-3-4-9-16(15)22(2)20-17/h3-4,8-9,12-14H,5-7,10-11H2,1-2H3,(H,19,23)/t12-,13+,14- checkY
  • Key:MFWNKCLOYSRHCJ-BTTYYORXSA-N checkY
  (verify)

ଗ୍ରାନିସେଟ୍ରନ (ଇଂରାଜୀ ଭାଷାରେ Granisetron), ଏକ ବେପାର ନାମ ସାନ‌କୁସୋ, ହେଉଛି ଏକ ଔଷଧ ଯାହା କେମୋଥେରାପି, ବିକିରଣ, ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅଇ ଓ ବାନ୍ତିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଇପାରେ, ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ କିମ୍ବା ଚର୍ମ ପ୍ୟାଚ୍ ଭାବରେ ଆବଶ୍ୟକତା ଅନୁସାରେ ବ୍ୟବହୃତ ହୋଇପାରେ ।[୧] ଗତି ଅସୁସ୍ଥତା କିମ୍ବା ଓପିଓଏଡ୍ କାରଣରୁ ହେଉଥିବା ବାନ୍ତି ପାଇଁ ଏହା ଉପଯୋଗୀ ନୁହେଁ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବୁକୁଜ୍ୱାଳା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନ ଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ୫-ଏଚଟି (5-HT3 ରିସେପ୍ଟର ବିରୋଧୀ ।[୫]

ଗ୍ରାନିସେଟ୍ରନ ୧୯୮୫ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] ଓଣ୍ଡାନ୍‌ସେଟ୍ରନ୍‌‌ର ବିକଳ୍ପ ଭାବରେ[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୭] ଏହା ଜେନେରିକ୍ ବା ମୂଳ ନାମ ବିଶିଷ୍ଟ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୧ ମିଗ୍ରାର ୧୦ଟି ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୨୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬ ଡଲାର ଅଟେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 454. ISBN 978-0857114105.
  2. Frogge, Margaret Hansen; Goodman, Michelle (April 1999). Cancer Symptom Management (in ଇଂରାଜୀ). Jones & Bartlett Learning. p. 243. ISBN 978-0-7637-0864-1. Archived from the original on December 11, 2021. Retrieved December 9, 2021.
  3. ୩.୦ ୩.୧ "Granisetron Monograph for Professionals". Drugs.com (in ଇଂରାଜୀ). Archived from the original on January 25, 2021. Retrieved 9 December 2021.
  4. "Granisetron Use During Pregnancy". Drugs.com (in ଇଂରାଜୀ). Archived from the original on January 25, 2021. Retrieved 9 December 2021.
  5. "Sancuso". Archived from the original on January 8, 2021. Retrieved 9 December 2021.
  6. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 448. ISBN 9783527607495. Archived from the original on September 30, 2021. Retrieved October 19, 2021.
  7. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  8. "Granisetron Prices, Coupons & Savings Tips - GoodRx". GoodRx. Retrieved 9 December 2021.