ଗୋପବନ୍ଧୁ ପାତ୍ର
ଦେଖଣା
(Gopabandhu Patraରୁ ଲେଉଟି ଆସିଛି)
ଗୋପବନ୍ଧୁ ପାତ୍ର | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ବ୍ରଜ ମୋହନ ମହାନ୍ତି |
ପର ଅଧିକାରୀ | ସିଦ୍ଧେଶ୍ୱର ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ପଦ୍ମ ଚରଣ ସାମନ୍ତସିଂହାର |
ପର ଅଧିକାରୀ | ବ୍ରଜ ମୋହନ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଅପ୍ରେଲ ୧୯୨୮ |
ମୃତ୍ୟୁ | ୩ ଅପ୍ରେଲ ୧୯୯୮ | (ବୟସ ୬୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସଚଳମଣି ପାତ୍ର |
ବାପା/ବୋଉ | ଦିବ୍ୟସିଂହ ପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗୋପବନ୍ଧୁ ପାତ୍ର (୧୨ ଅପ୍ରେଲ ୧୯୨୮ - ୩ ଅପ୍ରେଲ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୋପବନ୍ଧୁ ପାତ୍ର ୧୯୨୮ ମସିହାର ଅପ୍ରେଲ ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦିବ୍ୟସିଂହ ପାତ୍ର ଓ ପତ୍ନୀଙ୍କ ନାମ ସଚଳମଣି ପାତ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗୋପବନ୍ଧୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଗୋପବନ୍ଧୁ ପାତ୍ର ୧୯୯୮ ମସିହାର ଅପ୍ରେଲ ୩ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Gopabandhu Patra". odishaassembly.nic.in. Odisha Assembly. Retrieved 1 March 2021.