ଗଣେଶ୍ୱର ମହାପାତ୍ର
ଦେଖଣା
(Ganeswar Mohapatraରୁ ଲେଉଟି ଆସିଛି)
ଗଣେଶ୍ୱର ମହାପାତ୍ର | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୬ ଅକ୍ଟୋବର ୧୯୬୬ | |
ପୂର୍ବ ଅଧିକାରୀ | ଲକ୍ଷ୍ମଣ ଗୌଡ଼ |
ନିର୍ବାଚନ ମଣ୍ଡଳୀ | ପାଡ଼ୁଆ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୧ | |
ପର ଅଧିକାରୀ | ଲକ୍ଷ୍ମଣ ଗୌଡ଼ |
ନିର୍ବାଚନ ମଣ୍ଡଳୀ | ପାଡ଼ୁଆ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୬ ଅକ୍ଟୋବର ୧୯୬୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ସୂର୍ଯ୍ୟମଣି ମହାପାତ୍ର |
ବାପା/ବୋଉ | ଦାମୋଦର ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗଣେଶ୍ୱର ମହାପାତ୍ର (ମୃତ୍ୟୁ: ୬ ଅକ୍ଟୋବର ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଡ଼ୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗଣେଶ୍ୱର ମହାପାତ୍ରଙ୍କ ବାପାଙ୍କ ନାମ ଦାମୋଦର ମହାପାତ୍ର ଓ ପତ୍ନୀଙ୍କ ନାମ ସୂର୍ଯ୍ୟମଣି ମହାପାତ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗଣେଶ୍ୱର ମହାପାତ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଗଣେଶ୍ୱର ମହାପାତ୍ର ୧୯୬୬ ମସିହାର ଅକ୍ଟୋବର ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Ganeswar Mohapatra". odishaassembly.nic.in. Odisha Assembly. Retrieved 26 April 2022.