ଗଣେଶ୍ୱର ମହାପାତ୍ର

ଉଇକିପିଡ଼ିଆ‌ରୁ
ଗଣେଶ୍ୱର ମହାପାତ୍ର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୬ ଅକ୍ଟୋବର ୧୯୬୬
ପୂର୍ବ ଅଧିକାରୀଲକ୍ଷ୍ମଣ ଗୌଡ଼
ନିର୍ବାଚନ ମଣ୍ଡଳୀପାଡ଼ୁଆ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀଲକ୍ଷ୍ମଣ ଗୌଡ଼
ନିର୍ବାଚନ ମଣ୍ଡଳୀପାଡ଼ୁଆ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୬ ଅକ୍ଟୋବର ୧୯୬୬(୧୯୬୬-୧୦-୦୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ
ଜୀବନ ସାଥୀସୂର୍ଯ୍ୟମଣି ମହାପାତ୍ର
ବାପା/ବୋଉଦାମୋଦର ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଗଣେଶ୍ୱର ମହାପାତ୍ର (ମୃତ୍ୟୁ: ୬ ଅକ୍ଟୋବର ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଡ଼ୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗଣେଶ୍ୱର ମହାପାତ୍ରଙ୍କ ବାପାଙ୍କ ନାମ ଦାମୋଦର ମହାପାତ୍ର ଓ ପତ୍ନୀଙ୍କ ନାମ ସୂର୍ଯ୍ୟମଣି ମହାପାତ୍ର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗଣେଶ୍ୱର ମହାପାତ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଗଣେଶ୍ୱର ମହାପାତ୍ର ୧୯୬୬ ମସିହାର ଅକ୍ଟୋବର ୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Ganeswar Mohapatra". odishaassembly.nic.in. Odisha Assembly. Retrieved 26 April 2022.