ଲକ୍ଷ୍ମଣ ଗୌଡ଼
ଦେଖଣା
ଲକ୍ଷ୍ମଣ ଗୌଡ଼ | |
|---|---|
| ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୬୧ | |
| ପୂର୍ବ ଅଧିକାରୀ | ଗଣେଶ୍ୱର ମହାପାତ୍ର |
| ପର ଅଧିକାରୀ | ଗଣେଶ୍ୱର ମହାପାତ୍ର |
| ନିର୍ବାଚନ ମଣ୍ଡଳୀ | ପାଡ଼ୁଆ |
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପର ଅଧିକାରୀ | ମାଡକାମୀ ଗୁରୁ |
| ନିର୍ବାଚନ ମଣ୍ଡଳୀ | ମାଲକାନଗିରି |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ୨୭ ଅପ୍ରେଲ ୧୯୭୯ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
| ଜୀବନ ସାଥୀ | ରମାମଣି ନାୟକ |
| ବାପା/ବୋଉ | ବଳରାମ ନାୟକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଲକ୍ଷ୍ମଣ ଗୌଡ଼ (ମୃତ୍ୟୁ: ୨୭ ଅପ୍ରେଲ ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଡ଼ୁଆ ଓ ମାଲକାନଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲକ୍ଷ୍ମଣ ଗୌଡ଼ଙ୍କ ବାପାଙ୍କ ନାମ ବଳରାମ ନାୟକ ଓ ପତ୍ନୀଙ୍କ ନାମ ରମାମଣି ନାୟକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଲକ୍ଷ୍ମଣ ଗୌଡ଼ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଏବଂ ପରେ ଜନତା ପାର୍ଟି ଓ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଲକ୍ଷ୍ମଣ ଗୌଡ଼ ୧୯୭୯ ମସିହାର ଅପ୍ରେଲ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Laxman Gouda". odishaassembly.nic.in. Odisha Assembly. Retrieved 23 April 2022.