Jump to content

ଡେଫେରିପ୍ରୋନ

ଉଇକିପିଡ଼ିଆ‌ରୁ
(Deferiproneରୁ ଲେଉଟି ଆସିଛି)
ଡେଫେରିପ୍ରୋନ
Clinical data
Trade namesFerriprox
AHFS/Drugs.commonograph
MedlinePlusa612016
data
Pregnancy
category
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only) / P[]
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    MetabolismGlucuronidation
    Elimination half-life2 to 3 hours
    ExcretionKidney (75 to 90% in 24 hours)
    Identifiers
    • 3-hydroxy-1,2-dimethylpyridin-4(1H)-one
    ECHA InfoCard100.157.470 Edit this at Wikidata
    Chemical and physical data
    FormulaC7H9NO2
    Molar mass୧୩୯.୧୫ g·mol−1
    3D model (JSmol)
    • O=C\1C(\O)=C(/N(/C=C/1)C)C
    • InChI=1S/C7H9NO2/c1-5-7(10)6(9)3-4-8(5)2/h3-4,10H,1-2H3 checkY
    • Key:TZXKOCQBRNJULO-UHFFFAOYSA-N checkY
      (verify)

    ଡେଫେରିପ୍ରୋନ ଇଂରାଜୀ ଭାଷାରେ Deferiprone, ଅନ୍ୟମାନଙ୍କ ମଧ୍ୟରେ ଫେରିପ୍ରୋକ୍ସ ବ୍ରାଣ୍ଡ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଥାଲାସେମିଆ ମେଜରରେ ରକ୍ତଦାନ ହେତୁ ଲୌହ ଅତିଭାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ପାଟିରେ ଦିଆଯାଏ ।[] ଉନ୍ନତ ରକ୍ତ ଚିହ୍ନର ପ୍ରମାଣ‌କୁ ସମର୍ଥନ କରେ କିନ୍ତୁ ଲକ୍ଷଣ କିମ୍ବା ବଞ୍ଚିବା ନୁହେଁ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ-ବାଦାମୀ ପରିସ୍ରା, ଅଇ, ପେଟ ଯନ୍ତ୍ରଣା ଏବଂ ବାନ୍ତି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସଂକ୍ରମଣ ଏବଂ ଦୀର୍ଘସ୍ଥାୟୀ କ୍ୟୁଟି ବା ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ ।[] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଲୁହା ଚିଲେଟର । []

    ୧୯୯୪ ମସିହାରେ ବ୍ୟବସାୟିକ ଭାବରେ ଡେଫେରିପ୍ରୋନ ଉପଲବ୍ଧ ହେଲା [] ଏହା ପ୍ରଥମେ ୟୁରୋପ ଏବଂ ଏସିଆରେ ଅନୁମୋଦିତ ହୋଇଥିଲା ।[] ଡିଫେରେସିରକ୍ସର ବିକଳ୍ପ ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ପରେ ଏହା ୨୦୧୧ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଜ୍ୟରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ ବଟିକା ମୂଲ୍ୟ ପ୍ରାୟ ୧୩୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୭,୫୦୦ ଡଲାର ଅଟେ ।[]

    1. 1 2 "Deferiprone (Ferriprox) Use During Pregnancy". Drugs.com. 30 March 2020. Archived from the original on 26 October 2020. Retrieved 20 May 2020.
    2. "Ferriprox 100 mg/ml oral solution - Summary of Product Characteristics (SmPC)". (emc). 26 November 2019. Archived from the original on 7 August 2020. Retrieved 20 May 2020.
    3. 1 2 3 4 "Ferriprox EPAR". European Medicines Agency (EMA). Archived from the original on 14 August 2020. Retrieved 20 May 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. 1 2 3 4 5 "Deferiprone Monograph for Professionals". Drugs.com (in ଇଂରାଜୀ). Archived from the original on 11 June 2021. Retrieved 21 December 2021.
    5. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1075. ISBN 978-0857114105.
    6. Staff. "Cipla's History". Cipla. Archived from the original on 2015-10-27.
    7. Savulescu J (February 2004). "Thalassaemia major: the murky story of deferiprone". BMJ. 328 (7436): 358–9. doi:10.1136/bmj.328.7436.358. PMC 341373. PMID 14962851.
    8. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    9. "Ferriprox Prices, Coupons and Patient Assistance Programs". Retrieved 22 December 2021.