ସାଇକ୍ଲୋସେରିନ

ଉଇକିପିଡ଼ିଆ‌ରୁ
ସାଇକ୍ଲୋସେରିନ
Clinical data
Trade namesSeromycin
Synonyms4-amino-3-isoxazolidinone
AHFS/Drugs.commonograph
data
Pregnancy
category
  • C
ATC code
Legal status
Legal status
Pharmacokinetic data
Bioavailability~70% to 90%
Metabolismliver
Elimination half-life10 hrs (normal kidney function)
Excretionkidney
Identifiers
  • (R)-4-Amino-1,2-oxazolidin-3-one
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.626 Edit this at Wikidata
Chemical and physical data
FormulaC3H6N2O2
Molar mass102.092 g/mol
3D model (JSmol)
  • O=C1NOC[C@H]1N
  • InChI=1S/C3H6N2O2/c4-2-1-7-5-3(2)6/h2H,1,4H2,(H,5,6)/t2-/m1/s1 checkY
  • Key:DYDCUQKUCUHJBH-UWTATZPHSA-N checkY
  (verify)

ସାଇକ୍ଲୋସେରିନ (ଇଂରାଜୀ ଭାଷାରେ Cycloserine, ବ୍ୟବସାୟୀକ ନାମ ସେରୋମାଇସିନ) ଏକ ଆଣ୍ଟିବାୟୋଟିକ ଯାହା ଯକ୍ଷ୍ମା ରୋଗ ଚିକିତ୍ସାରେ ଦିଆଯାଏ । ସକ୍ରିୟ ଔଷଧ ବିରୋଧୀ ଯକ୍ଷ୍ମାରେ (drug resistant tuberculosis) ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧ antituberculosis medication ସ‌ହିତ ଏହି ସାଇକ୍ଲୋସେରିନ ଦିଆଯାଏ । ଏହା ପାଟିରେ ଦିଆଯାଏ । [୧]

ସାଇକ୍ଲୋସେରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ବାତ (seizures), ନିଦ୍ରାଳୁ ଭାବ (sleepiness), କାଲୁଆ ଅନୁଭବ numbness ଓ ଅସ୍ଥିରତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ବୃକ୍‌କ ଫେଲ (kidney failure), ଅପସ୍ମାର ବାତ, ମେଜର ଡିପ୍ରେସିଭ ଡିଜଅର୍ଡ଼ର (depression) ଓ ମଦ୍ୟାତ୍ୟୟ ଲୋକଙ୍କୁ ଏହା ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଶିଶୁ ଉପରେ ଏହାର ପ୍ରଭାବ ବିଷୟରେ ସ୍ପଷ୍ଟ ସୂଚନା ନାହିଁ । ଏହା ଆମିନୋ ଏସିଡ (amino acid) ଡି-ଆଲାନିନ (amino acid) ଶ୍ରେଣୀର ଔଷଧ ଓ ଜୀବାଣୁର ଆବରଣ ତିଆରିରେ ବାଧା ସୃଷ୍ଟି କରେ । [୧]

ସାଇକ୍ଲୋସେରିନ ଏକ ପ୍ରକାର ସ୍ଟ୍ରେପ୍ଟୋମାଇସେସ (Streptomyces) ଓ ଏହା ସନ ୧୯୫୪ରେ ଆବିଷ୍କୃତ ହୋଇଥିଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର କ୍ରୟ ମୂଲ୍ୟ ୨୯.୭ରୁ ୫୧.୩୦ ଆମେରିକୀୟ ଡଲାର । [୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୩୧୫୦ ଆମେରିକୀୟ ଡଲାର ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Cycloserine". The American Society of Health-System Pharmacists. Retrieved 8 December 2016.
  2. Gottlieb, David; Shaw, Paul D. (2012). Mechanism of Action (in ଇଂରାଜୀ). Springer Science & Business Media. p. 41. ISBN 9783642460517.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Cycloserine". International Drug Price Indicator Guide. Archived from the original on 11 May 2017. Retrieved 8 December 2016.
  5. Andrew Pollack (21 September 2015). "Big Price Increase for Tuberculosis Drug Is Rescinded". NYT. Retrieved 24 September 2015.