ଚନ୍ଦ୍ରଶେଖର ମହାଦେବ ମନ୍ଦିର

Coordinates: 20°20′59″N 85°50′07″E / 20.34972°N 85.83528°E / 20.34972; 85.83528
ଉଇକିପିଡ଼ିଆ‌ରୁ
(Chandrasekhara Mahadeva Templeରୁ ଲେଉଟି ଆସିଛି)
ଚନ୍ଦ୍ରଶେଖର ମହାଦେବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଶିବ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
ଚନ୍ଦ୍ରଶେଖର ମହାଦେବ ମନ୍ଦିର is located in Odisha
ଚନ୍ଦ୍ରଶେଖର ମହାଦେବ ମନ୍ଦିର
Location in Orissa
ଭୌଗଳିକ ଅବସ୍ଥିତି20°20′59″N 85°50′07″E / 20.34972°N 85.83528°E / 20.34972; 85.83528
Architecture
Typeକଳିଙ୍ଗ ଶୈଳୀ
Completed19th century A.D.

ଚନ୍ଦ୍ରଶେଖର ମହାଦେବ ମନ୍ଦିର ଭୁବନେଶ୍ୱରର ପଟିଆସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ମନ୍ଦିର ମଧ୍ୟରେ ଏକ ଗୋଲାକାର ଯୋନୀ ପୀଠରେ ଭଗବାନ ଶିବ ପୂଜା ପାଉଛନ୍ତି । ମନ୍ଦିରଟି ଏକ ବେସରକାରୀ ବ୍ୟବସ୍ଥାଦ୍ୱାରା ପରିଚାଳିତ ।

ମନ୍ଦିରଟି ପ୍ରାୟତଃ ଉନ୍ନବିଂଶ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରର ଗଠନ ଶୈଳୀ ତଥା ଏହାର କାରୁକାର୍ଯ୍ୟ ଦେଖି ଏହା ଅନୁମାନ କରାଯାଇପାରେ । ମନ୍ଦିରରେ ଅନେକ ପର୍ବ ପର୍ବାଣି ପାଳିତ ହୋଇ ଆସୁଅଛି । ସଂକ୍ରାନ୍ତି, ବଡ଼ ଓଷା ଭଳି ଅନେକ ପର୍ବ ଏଠାରେ ପାଳିତ ହୁଏ । ପଟିଆର ଗ୍ରାମ ମଙ୍ଗଳୀ ଟ୍ରଷ୍ଟ ମାଧ୍ୟମରେ ଏହି ମନ୍ଦିରର ପରିଚାଳନା ହୋଇ ଆସୁଅଛି ।

ଆଧାର[ସମ୍ପାଦନା]