ଚନ୍ଦ୍ରଶେଖର ମହାଦେବ ମନ୍ଦିର
ଦେଖଣା
| ଚନ୍ଦ୍ରଶେଖର ମହାଦେବ ମନ୍ଦିର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| ଦେବାଦେବୀ | ଶିବ |
| Location | |
| ସ୍ଥାନ | ଭୁବନେଶ୍ୱର |
| State | ଓଡ଼ିଶା |
| Country | ଭାରତ |
| ଭୌଗଳିକ ଅବସ୍ଥିତି | 20°20′59″N 85°50′07″E / 20.34972°N 85.83528°E |
| Architecture | |
| Type | କଳିଙ୍ଗ ଶୈଳୀ |
| Completed | 19th century A.D. |
ଚନ୍ଦ୍ରଶେଖର ମହାଦେବ ମନ୍ଦିର ଭୁବନେଶ୍ୱରର ପଟିଆସ୍ଥିତ ଏକ ହିନ୍ଦୁ ଶିବ ମନ୍ଦିର । ମନ୍ଦିର ମଧ୍ୟରେ ଏକ ଗୋଲାକାର ଯୋନୀ ପୀଠରେ ଭଗବାନ ଶିବ ପୂଜା ପାଉଛନ୍ତି । ମନ୍ଦିରଟି ଏକ ବେସରକାରୀ ବ୍ୟବସ୍ଥାଦ୍ୱାରା ପରିଚାଳିତ ।
ମନ୍ଦିରଟି ପ୍ରାୟତଃ ଉନ୍ନବିଂଶ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରର ଗଠନ ଶୈଳୀ ତଥା ଏହାର କାରୁକାର୍ଯ୍ୟ ଦେଖି ଏହା ଅନୁମାନ କରାଯାଇପାରେ । ମନ୍ଦିରରେ ଅନେକ ପର୍ବ ପର୍ବାଣି ପାଳିତ ହୋଇ ଆସୁଅଛି । ସଂକ୍ରାନ୍ତି, ବଡ଼ ଓଷା ଭଳି ଅନେକ ପର୍ବ ଏଠାରେ ପାଳିତ ହୁଏ । ପଟିଆର ଗ୍ରାମ ମଙ୍ଗଳୀ ଟ୍ରଷ୍ଟ ମାଧ୍ୟମରେ ଏହି ମନ୍ଦିରର ପରିଚାଳନା ହୋଇ ଆସୁଅଛି ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |