ଚାଇବାସା
ଦେଖଣା
(Chaibasaରୁ ଲେଉଟି ଆସିଛି)
Chaibasa
चाईबासा ଚାଈବାଷା | |
---|---|
city | |
ଦେଶ | India |
ରାଜ୍ୟ | Jharkhand |
ଜିଲ୍ଲା | Pashchimi Singhbhum |
Elevation | 222 m (728 ft) |
Population (2001) | |
• Total | ୬୯,୫୬୫ |
ଭାଷା | |
• ସରକାରୀ | Hindi, Ho |
• Other important | odia |
Time zone | UTC+5:30 (IST) |
PIN |
ଚାଇବାସା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଝାଡ଼ଖଣ୍ଡର ପଶ୍ଚିମି ସିଙ୍ଘ୍ଭୁମ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଚାଇବାସା ୨୨.୫୪୮୨ ଉତ୍ତର ଅକ୍ଷାଂଶ ଓ ୮୫.୮୦୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାଇବାସା ସହରର ମୋଟ ଜନସଂଖ୍ୟା ୬୩୬୧୫ ଅଟେ ।[୨] ସେଥି ମଧ୍ୟରୁ ୫୨.୮୬% ଜଣ ପରୁଷ ହୋଇଥିବା ବେଳେ ୪୭.୧୪% ଜଣ ନାରୀ ଅଟନ୍ତି । ଚାଇବାସାର ସାକ୍ଷରତା ହାର ୭୩.୮୬% ଅଟେ । ଏହା ଜାତୀୟ ହାରଠାରୁ ୯.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୧% ପ୍ରତିଶତ ପୁରୁଷ ଓ ୩୨.୧୫% ନାରୀ ଅଟନ୍ତି । ୧୨.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ସାନ୍ତାଳୀ, ହିନ୍ଦୀ ଚାଇବାସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.