ଚାଇବାସା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chaibasa
चाईबासा
ଚାଈବାଷା
city
ଦେଶ India
ରାଜ୍ୟJharkhand
ଜିଲ୍ଲାPashchimi Singhbhum
Elevation
222 m (728 ft)
Population
 (2001)
 • Total୬୯,୫୬୫
ଭାଷା
 • ସରକାରୀHindi, Ho
 • Other importantodia
Time zoneUTC+5:30 (IST)
PIN

ଚାଇବାସା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଝାଡ଼ଖଣ୍ଡର ପଶ୍ଚିମି ସିଙ୍ଘ୍‌‌ଭୁମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଚାଇବାସା ୨୨.୫୪୮୨ ଉତ୍ତର ଅକ୍ଷାଂଶ ଓ ୮୫.୮୦୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଚାଇବାସା ସହରର ମୋଟ ଜନସଂଖ୍ୟା ୬୩୬୧୫ ଅଟେ ।[୨] ସେଥି ମଧ୍ୟରୁ ୫୨.୮୬% ଜଣ ପରୁଷ ହୋଇଥିବା ବେଳେ ୪୭.୧୪% ଜଣ ନାରୀ ଅଟନ୍ତି । ଚାଇବାସାର ସାକ୍ଷରତା ହାର ୭୩.୮୬% ଅଟେ । ଏହା ଜାତୀୟ ହାରଠାରୁ ୯.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୧% ପ୍ରତିଶତ ପୁରୁଷ ଓ ୩୨.୧୫% ନାରୀ ଅଟନ୍ତି । ୧୨.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ସାନ୍ତାଳୀ, ହିନ୍ଦୀ ଚାଇବାସାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]