ଭାଗିରଥୀ ଗମାଙ୍ଗ (୧୯୯୫ ମୃତ୍ୟୁ)
ଦେଖଣା
(Bhagirathi Gomango (1995 death)ରୁ ଲେଉଟି ଆସିଛି)
ଭାଗିରଥୀ ଗମାଙ୍ଗ | |
|---|---|
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପର ଅଧିକାରୀ | ନରସିଂହ ପାତ୍ର, ସନ୍ୟାସୀ ଚରଣ ପିଦିକା |
| ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ୨୩ ନଭେମ୍ବର ୧୯୯୫ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
| ଜୀବନ ସାଥୀ | ସରସ୍ୱତୀ ଗମାଙ୍ଗ |
| ସନ୍ତାନ | ୬ |
| ବାପା/ବୋଉ | ଗଙ୍ଗେ ଗମାଙ୍ଗ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଭାଗିରଥୀ ଗମାଙ୍ଗ (ମୃତ୍ୟୁ: ୨୩ ନଭେମ୍ବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଭାଗିରଥୀ ଗମାଙ୍ଗଙ୍କ ବାପାଙ୍କ ନାମ ଗଙ୍ଗେ ଗମାଙ୍ଗ ଓ ପତ୍ନୀଙ୍କ ନାମ ସରସ୍ୱତୀ ଗମାଙ୍ଗ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଭାଗିରଥୀ ଗମାଙ୍ଗ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଭାଗିରଥୀ ଗମାଙ୍ଗ ୧୯୯୫ ମସିହାର ନଭେମ୍ବର ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Bhagirathi Gomango". odishaassembly.nic.in. Odisha Assembly. Retrieved 8 February 2022.