ସନ୍ୟାସୀ ଚରଣ ପିଦିକା

ଉଇକିପିଡ଼ିଆ‌ରୁ
ସନ୍ୟାସୀ ଚରଣ ପିଦିକା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଶବର ଡୁମ୍ବା
ପର ଅଧିକାରୀନରସିଂହ ପାତ୍ର
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-05-05)୫ ମଇ ୧୯୩୩
ମୃତ୍ୟୁ୫ ମାର୍ଚ୍ଚ ୧୯୯୬(1996-03-05) (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅମି ପିଦିକା
ସନ୍ତାନ
ବାପା/ବୋଉପୁଞ୍ଜୁରୀ ବିଶି ମାଝୀ ପିଦିକା (ବାପା)
ବୃତ୍ତିରାଜନୀତିଜ୍ଞ

ସନ୍ୟାସୀ ଚରଣ ପିଦିକା (୫ ମଇ ୧୯୩୩ - ୫ ମାର୍ଚ୍ଚ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ସ୍ୱାଧୀନ ଭାରତରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସନ୍ୟାସୀ ଚରଣ ପିଦିକା ୧୯୩୩ ମସିହାର ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁଞ୍ଜୁରୀ ବିଶି ମାଝୀ ପିଦିକା ଓ ପତ୍ନୀଙ୍କ ନାମ ଅମି ପିଦିକା[୧]

ରାଜନୈତିକ ଜୀବନ[ସମ୍ପାଦନା]

ସନ୍ୟାସୀ ଚରଣ ପିଦିକା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସନ୍ୟାସୀ ଚରଣ ପିଦିକା ୧୯୯୬ ମସିହାର ମାର୍ଚ୍ଚ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Sanyasi Charan Pidika". odishaassembly.nic.in. Odisha Assembly. Retrieved 2 February 2022.