ଭାଗିରଥୀ ଗମାଙ୍ଗ (୧୯୯୫ ମୃତ୍ୟୁ)

ଉଇକିପିଡ଼ିଆ‌ରୁ
ଭାଗିରଥୀ ଗମାଙ୍ଗ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପର ଅଧିକାରୀନରସିଂହ ପାତ୍ର, ସନ୍ୟାସୀ ଚରଣ ପିଦିକା
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୩ ନଭେମ୍ବର ୧୯୯୫(୧୯୯୫-୧୧-୨୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀସରସ୍ୱତୀ ଗମାଙ୍ଗ
ସନ୍ତାନ
ବାପା/ବୋଉଗଙ୍ଗେ ଗମାଙ୍ଗ (ବାପା)
ବୃତ୍ତିରାଜନୀତିଜ୍ଞ

ଭାଗିରଥୀ ଗମାଙ୍ଗ (ମୃତ୍ୟୁ: ୨୩ ନଭେମ୍ବର ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭାଗିରଥୀ ଗମାଙ୍ଗଙ୍କ ବାପାଙ୍କ ନାମ ଗଙ୍ଗେ ଗମାଙ୍ଗ ଓ ପତ୍ନୀଙ୍କ ନାମ ସରସ୍ୱତୀ ଗମାଙ୍ଗ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭାଗିରଥୀ ଗମାଙ୍ଗ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଭାଗିରଥୀ ଗମାଙ୍ଗ ୧୯୯୫ ମସିହାର ନଭେମ୍ବର ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bhagirathi Gomango". odishaassembly.nic.in. Odisha Assembly. Retrieved 8 February 2022.