ବୈଦ୍ୟନାଥ ରଥ
ଦେଖଣା
(Baidyanath Rathରୁ ଲେଉଟି ଆସିଛି)
ବୈଦ୍ୟନାଥ ରଥ | |
---|---|
ସାଂସଦ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୪ | |
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ଶ୍ରମ ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ଅପ୍ରେଲ ୧୯୧୧ |
ମୃତ୍ୟୁ | ୨ ମାର୍ଚ୍ଚ ୨୦୦୭ | (ବୟସ ୯୫)
ନାଗରିକତା | ଭାରତୀୟ |
ଜାତୀୟତା | ବ୍ରିଟିଶ ଭାରତ ଭାରତୀୟ ଅଧିରାଜ୍ୟ ଭାରତୀୟ |
ରାଜନୀତିକ ଦଳ | କମ୍ୟୁନିଷ୍ଟ |
ବୃତ୍ତି | ରାଜନୀତିଜ୍ଞ |
ବୈଦ୍ୟନାଥ ରଥ (୧୪ ଅପ୍ରେଲ ୧୯୧୧ – ୨ ମାର୍ଚ୍ଚ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କନ୍ଧମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୫୨ ମସିହାରୁ ୧୯୫୪ ଯାଏଁ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୈଦ୍ୟନାଥ ରଥ ୧୯୧୧ ମସିହାର ଅପ୍ରେଲ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫]
ରାଜନୈତିକ ଜୀବନ
[ସମ୍ପାଦନା]ବୈଦ୍ୟନାଥ ରଥ କମ୍ୟୁନିଷ୍ଟ ପାର୍ଟିର ଜଣେ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[୫]
ମୃତ୍ୟୁ
[ସମ୍ପାଦନା]ବୈଦ୍ୟନାଥ ରଥ ୨୦୦୭ ମସିହାର ମାର୍ଚ୍ଚ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା ।[୬][୭]
ଆଧାର
[ସମ୍ପାଦନା]- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୮. ISBN 978-81-89436-54-4. Retrieved 9 December 2023.
{{cite book}}
: CS1 maint: unrecognized language (link) - ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 21 June 2020.
- ↑ India. Parliament. Lok Sabha (1965). Lok Sabha Debates. Lok Sabha Secretariat. p. 4061. Retrieved 22 June 2020.
- ↑ India. Parliament. Rajya Sabha (1952). Who's who. Rajya Sabha Secretariat. p. 150. Retrieved 22 June 2020.
- ↑ ୫.୦ ୫.୧ ୫.୨ "Shri Baidyanath Rath". odishaassembly.nic.in. Odisha Assembly. Retrieved 11 December 2023.
- ↑ "List Of Rajyasabha Members Namewise". Odisha Assembly. Retrieved 26 February 2023.
- ↑ "Late Baidyanath Rath". Odisha Assembly. Retrieved 26 February 2023.