ବହରମ୍ପୁର୍
Appearance
(Baharampurରୁ ଲେଉଟି ଆସିଛି)
Berhampore
Baharampur বহরমপুর Berhampore, Kamal chak | |
---|---|
City | |
Country | India |
State | West Bengal |
District | Murshidabad |
Elevation | 18 m (59 ft) |
Population (2011) | |
• Total | ୩,୦୫,୬୦୯ |
Languages | |
• Official | Bengali, English |
Time zone | UTC+5:30 (IST) |
PIN | 742101, 742102, 742103 |
Telephone code | 91-3482-2xxxxx |
ଯାନବାହାନ ପଞ୍ଚୀକରଣ | WB57, WB58 |
Lok Sabha constituency | Murshidabad |
Vidhan Sabha constituency | Murshidabd |
Website | berhamporemunicipality |
ବହରମ୍ପୁର୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ମୁର୍ଶିଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ବହରମ୍ପୁର୍ ୨୪.୧୦୪୭ ଉତ୍ତର ଅକ୍ଷାଂଶ ଓ ୮୮.୨୫୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୮ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବହରମ୍ପୁର୍ ସହରର ମୋଟ ଜନସଂଖ୍ୟା ୧୬୦୧୬୮ ଅଟେ ।[୨] ସେଥି ମଧ୍ୟରୁ ୫୧.୦୭% ଜଣ ପରୁଷ ହୋଇଥିବା ବେଳେ ୪୮.୯୩% ଜଣ ନାରୀ ଅଟନ୍ତି । ବହରମ୍ପୁର୍ର ସାକ୍ଷରତା ହାର ୭୮.୫୮% ଅଟେ । ଏହା ଜାତୀୟ ହାରଠାରୁ -୧୩.୭୪% ପ୍ରତିଶତ କମ ଅଟେ । ସେଥିରୁ ୪୨.୦୨% ପ୍ରତିଶତ ପୁରୁଷ ଓ ୩୬.୫୬% ନାରୀ ଅଟନ୍ତି । ୮.୬୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ବହରମ୍ପୁର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.