ମୁର୍ଶିଦାବାଦ୍
ଦେଖଣା
(Murshidabadରୁ ଲେଉଟି ଆସିଛି)
Murshidabad
মুর্শিদাবাদ | |
---|---|
City | |
Country | India |
State | West Bengal |
District | Murshidabad |
Elevation | 10 m (30 ft) |
Population (2011)[୧] | |
• Total | ୪୪,୦୧୯ |
Time zone | UTC+5:30 (IST) |
PIN | 74**** |
Telephone code | 91-3472-2xxxxx |
Lok Sabha constituency | Murshidabad |
Vidhan Sabha constituency | Murshidabad |
Website | murshidabad |
ମୁର୍ଶିଦାବାଦ୍ ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ପଶ୍ଚିମବଙ୍ଗର ମୁର୍ଶିଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମୁର୍ଶିଦାବାଦ୍ ୨୪.୧୮୩୯ ଉତ୍ତର ଅକ୍ଷାଂଶ ଓ ୮୮.୨୭୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁର୍ଶିଦାବାଦ୍ ସହରର ମୋଟ ଜନସଂଖ୍ୟା ୯୯୬୨ ଅଟେ ।[୩] ସେଥି ମଧ୍ୟରୁ ୫୦.୦୮% ଜଣ ପରୁଷ ହୋଇଥିବା ବେଳେ ୪୯.୯୨% ଜଣ ନାରୀ ଅଟନ୍ତି । ମୁର୍ଶିଦାବାଦ୍ର ସାକ୍ଷରତା ହାର ୩୧.୯୮% ଅଟେ । ଏହା ଜାତୀୟ ହାରଠାରୁ ୩୨.୮୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୦.୮୨% ପ୍ରତିଶତ ପୁରୁଷ ଓ ୧୧.୧୬% ନାରୀ ଅଟନ୍ତି । ୨୩.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ବଙ୍ଗାଳୀ ମୁର୍ଶିଦାବାଦ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.