ଅରୁଣ ମହାନ୍ତି
ଦେଖଣା
(Arun Mohantyରୁ ଲେଉଟି ଆସିଛି)
ଅରୁଣ ମହାନ୍ତି | |
---|---|
ଜନ୍ମ | ଅରୁଣ ମହାନ୍ତି |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୮୮ରୁ-ଏବେଯାଏଁ |
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ[୧], କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର ।[୨] ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୩][୪] ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୫][୬][୭]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କଥାଚିତ୍ର ଜୀବନ
[ସମ୍ପାଦନା]ଅରୁଣ ୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ[୮], ସଙ୍ଗୀତ ନିର୍ଦ୍ଦେଶନା ସହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।
ନିର୍ଦ୍ଦେଶନା
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୮ | ଏଇ ସଂଘର୍ଷ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ପ୍ରଯୋଜନା
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
ସଙ୍ଗୀତ ନିର୍ଦ୍ଦେଶନା
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ରାକ୍ଷୀ ଭିଜିଗଲା ଆଖି ଲୁହରେ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ଗୀତିକାର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
କାହାଣୀ
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ଆଧାର
[ସମ୍ପାଦନା]- ↑ Behera, Naresh Kumar. "Famous Film Directors and Actors from Odisha". Orissa Spider. Archived from the original on 2 September 2017. Retrieved 30 August 2017.
- ↑ "ଅରିନ୍ଦମ୍ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Archived from the original on 2 September 2017. Retrieved 30 August 2017.
- ↑ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
- ↑ "ଅରିନ୍ଦମ୍ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Archived from the original on 31 August 2017. Retrieved 30 August 2017.
- ↑ "Arun Mohanty Archieve". Incredible Orissa. Retrieved 30 August 2017.
- ↑ "A List of Oriya Films". OrissaCineama.com. Retrieved 30 August 2017.
- ↑ "ମହାନାୟକ ହେଲେ, ' ହିରୋ' ହେଲେନି ଅନୁଭବ". ସମ୍ବାଦ. 15 June 2017. Archived from the original on 2 September 2017. Retrieved 30 August 2017.
- ↑ "Lyricist : Arun Mohanty". Odia Music. Archived from the original on 18 March 2015. Retrieved 30 August 2017.
ବାହାର ଆଧାର
[ସମ୍ପାଦନା]ଇଣ୍ଟରନେଟ ମୁଭି ଡାଟାବେସରେ ଅରୁଣ ମହାନ୍ତି