Jump to content

ଆରତୀ ଗୋସ୍ୱାମୀ

ଉଇକିପିଡ଼ିଆ‌ରୁ
(Arati Goswamiରୁ ଲେଉଟି ଆସିଛି)
ଆରତୀ ଗୋସ୍ୱାମୀ
ଜନ୍ମ
ଆରତୀ ଗୋସ୍ୱାମୀ
ଜଣାଶୁଣାଓଡ଼ିଆ ଗାୟିକା
ଜୀବନସାଥୀଗୁରୁକୃଷ୍ଣ ଗୋସ୍ୱାମୀ
ପୁରସ୍କାରଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ

ଆରତୀ ଗୋସ୍ୱାମୀ (ଆରତୀ ବୋଷ) ଜଣେ ଓଡ଼ିଆ ପ୍ରଛଦପଟ୍ଟ ଗାୟିକା । [୧][୨] ଆକାଶବାଣୀ କଟକ କେନ୍ଦ୍ରରୁ ମଧ୍ୟ ତାଙ୍କର ଅନେକ ଗୀତ ପ୍ରଚାରିତ ହୋଇଥିଲା । ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ତାଙ୍କର ଜୀବନସାଥୀ ।[୩] ତାଙ୍କ ଝିଆରୀ ଅନ୍ତରା ଚକ୍ରବର୍ତ୍ତୀ ଓଡ଼ିଆ ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ।[୪][୫]

ଲୋକପ୍ରିୟ ଗୀତ

[ସମ୍ପାଦନା]

କଥାଚିତ୍ର ଗୀତ

[ସମ୍ପାଦନା]
କ୍ରମ ଗୀତ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ କଥାଚିତ୍ର ମନ୍ତବ୍ୟ/ଆଧାର
୧ ଅମରେନ୍ଦ୍ର ମହାନ୍ତି ମାଗୁଣିର ଶଗଡ଼ (୨୦୦୧)

ଅନ୍ୟାନ୍ୟ ଗୀତ

[ସମ୍ପାଦନା]
କ୍ରମ ଗୀତ ଗୀତିକାର ମନ୍ତବ୍ୟ/ଆଧାର
୧ ଅଭିମାନୀ ପ୍ରିୟତମା ହିମାଂଶୁ ଭୂଷଣ ସାବତ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ[୬]
  1. ↑ Delhi, All India Radio (AIR), New (1967-02-12). AKASHVANI: Vol. XXXII, No.7 ( 12 FEBRUARY, 1967 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  2. ↑ Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
  3. ↑ "ପ୍ରସିଦ୍ଧ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). 2018-05-07. Retrieved 2023-12-10.
  4. ↑ "ପ୍ରସିଦ୍ଧ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). 2018-05-07. Retrieved 2023-12-10.
  5. ↑ Nayak, Subhashree (2023-07-03). "'ଅନ୍ତରା' ସଙ୍ଗୀତ ବିନା ଅଧା". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-12-10.
  6. ↑ "ପ୍ରତିଭା ରାୟ ପାଇବେ 'ଉତ୍କଳ ରତ୍ନ'". Odisha Sambad (in ଆମେରିକୀୟ ଇଂରାଜୀ). 2021-08-31. Retrieved 2023-12-10.

ଅଧିକ ତଥ୍ୟ

[ସମ୍ପାଦନା]