ଆରତୀ ଗୋସ୍ୱାମୀ

ଉଇକିପିଡ଼ିଆ‌ରୁ
ଆରତୀ ଗୋସ୍ୱାମୀ
ଜନ୍ମ
ଆରତୀ ଗୋସ୍ୱାମୀ
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟିକା
ବୈବାହିକ-ସାଥୀଗୁରୁକୃଷ୍ଣ ଗୋସ୍ୱାମୀ
ପୁରସ୍କାରଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ

ଆରତୀ ଗୋସ୍ୱାମୀ (ଆରତୀ ବୋଷ) ଜଣେ ଓଡ଼ିଆ ପ୍ରଛଦପଟ୍ଟ ଗାୟିକା । [୧][୨] ଆକାଶବାଣୀ କଟକ କେନ୍ଦ୍ରରୁ ମଧ୍ୟ ତାଙ୍କର ଅନେକ ଗୀତ ପ୍ରଚାରିତ ହୋଇଥିଲା । ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ତାଙ୍କର ସ୍ବାମୀ ।[୩] ତାଙ୍କ ଝିଆରୀ ଅନ୍ତରା ଚକ୍ରବର୍ତ୍ତୀ ଓଡ଼ିଆ ଚଳଚ୍ଚିତ୍ରରେ ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ।[୪][୫]

ଲୋକପ୍ରିୟ ଗୀତ[ସମ୍ପାଦନା]

କଥାଚିତ୍ର ଗୀତ[ସମ୍ପାଦନା]

କ୍ରମ ଗୀତ ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ କଥାଚିତ୍ର ମନ୍ତବ୍ୟ/ଆଧାର
ଅମରେନ୍ଦ୍ର ମହାନ୍ତି ମାଗୁଣିର ଶଗଡ଼ (୨୦୦୧)

ଅନ୍ୟାନ୍ୟ ଗୀତ[ସମ୍ପାଦନା]

କ୍ରମ ଗୀତ ଗୀତିକାର ମନ୍ତବ୍ୟ/ଆଧାର
ଅଭିମାନୀ ପ୍ରିୟତମା ହିମାଂଶୁ ଭୂଷଣ ସାବତ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ[୬]

ଆଧାର[ସମ୍ପାଦନା]

  1. Delhi, All India Radio (AIR), New (1967-02-12). AKASHVANI: Vol. XXXII, No.7 ( 12 FEBRUARY, 1967 ) (in ଇଂରାଜୀ). All India Radio (AIR),New Delhi.{{cite book}}: CS1 maint: multiple names: authors list (link)
  2. Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
  3. "ପ୍ରସିଦ୍ଧ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). 2018-05-07. Retrieved 2023-12-10.
  4. "ପ୍ରସିଦ୍ଧ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ". Sambad (in ଆମେରିକୀୟ ଇଂରାଜୀ). 2018-05-07. Retrieved 2023-12-10.
  5. Nayak, Subhashree (2023-07-03). "'ଅନ୍ତରା' ସଙ୍ଗୀତ ବିନା ଅଧା". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-12-10.
  6. "ପ୍ରତିଭା ରାୟ ପାଇବେ 'ଉତ୍କଳ ରତ୍ନ'". Odisha Sambad (in ଆମେରିକୀୟ ଇଂରାଜୀ). 2021-08-31. Retrieved 2023-12-10.

ଅଧିକ ତଥ୍ୟ[ସମ୍ପାଦନା]