ଆନନ୍ଦ ଆଚାର୍ଯ୍ୟ
ଆନନ୍ଦ ଆଚାର୍ଯ୍ୟ | |
---|---|
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୯ | |
ପୂର୍ବ ଅଧିକାରୀ | ପ୍ରସନ୍ନ ଆଚାର୍ଯ୍ୟ |
ପର ଅଧିକାରୀ | ସାଧୁ ନେପାକ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଫେବୃଆରୀ ୧୯୩୮ |
ମୃତ୍ୟୁ | ୧୭ ଅପ୍ରେଲ ୨୦୧୫ | (ବୟସ ୭୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ବୀଣାପାଣି ଆଚାର୍ଯ୍ୟ |
ସମ୍ପର୍କ | ପ୍ରସନ୍ନ ଆଚାର୍ଯ୍ୟ (ଭାଇ) |
ସନ୍ତାନ | ଦେବେଶ ଆଚାର୍ଯ୍ୟ |
ବାପା/ବୋଉ | କୃତାର୍ଥ ଆଚାର୍ଯ୍ୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଆନନ୍ଦ ଆଚାର୍ଯ୍ୟ (୨ ଫେବୃଆରୀ ୧୯୩୮ - ୧୭ ଅପ୍ରେଲ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୯୮ର ବରଗଡ଼ ଉପ-ନିର୍ବାଚନ, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବା ଓ ଶିକ୍ଷା
[ସମ୍ପାଦନା]ଆନନ୍ଦ ଆଚାର୍ଯ୍ୟ ୧୯୩୮ ମସିହାର ଫେବୃଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃତାର୍ଥ ଆଚାର୍ଯ୍ୟ ଏବଂ ପତ୍ନୀଙ୍କ ନାମ ବୀଣାପାଣି ଆଚାର୍ଯ୍ୟ ।[୨] ତାଙ୍କ ପୁଅ ଦେବେଶ ଆଚାର୍ଯ୍ୟ ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରୁଛନ୍ତି ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ଆନନ୍ଦ ଆଚାର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୨୦୦୦ ମସିହାରୁ ୨୦୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୮ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ବରଗଡ଼ | ବିଜୁ ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ବରଗଡ଼ | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ବରଗଡ଼ | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ଆନନ୍ଦ ଆଚାର୍ଯ୍ୟ ୨୦୧୫ ମସିହାର ଅପ୍ରେଲ ୧୭ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୫][୬]
ଆଧାର
[ସମ୍ପାଦନା]- ↑ "Senior BJD leader Anand Acharya dies". Senior BJD leader Anand Acharya dies (in ଇଂରାଜୀ). Archived from the original on 2021-10-30. Retrieved 2021-10-30.
- ↑ "Shri Ananda Acharya". odishaassembly.nic.in. Odisha Assembly. Retrieved 30 October 2021.
- ↑ Mar 21, TNN | Updated:; 2014; Ist, 11:35. "Odisha royals set to fight it out on home turfs - Times of India". The Times of India (in ଇଂରାଜୀ). Retrieved 2021-10-29.
{{cite web}}
:|last2=
has numeric name (help)CS1 maint: extra punctuation (link) CS1 maint: numeric names: authors list (link) - ↑ Pioneer, The. "Ex-Min Anand Acharya dies". The Pioneer (in ଇଂରାଜୀ). Retrieved 2021-10-30.
- ↑ "Anand Acharya Passes Away". The New Indian Express. Retrieved 2021-10-30.
- ↑ "Former Odisha minister Anand Acharya passes away | Sambad English" (in ଆମେରିକୀୟ ଇଂରାଜୀ). 2015-04-17. Retrieved 2021-10-30.