ଅମିତ ଭାର୍ଗଭ
Appearance
(Amit Bhargavରୁ ଲେଉଟି ଆସିଛି)
ଅମିତ ଭାର୍ଗଭ | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଅଭିନେତା, ଉପସ୍ଥାପକ, ସ୍ୱର ଅଭିନେତା |
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
ବୈବାହିକ-ସାଥୀ | ଶ୍ରୀରଞ୍ଜନି ସୁନ୍ଦରମ(୨୦୧୬ – ଏବେଯାଏଁ)[୧] |
ଅମିତ ଭାର୍ଗଭ (ଜନ୍ମ: ୨୩ ଅପ୍ରେଲ ୧୯୮୯) ଜଣେ ଭାରତୀୟ ଅଭିନେତା ଯିଏକି ତାମିଲ, କନ୍ନଡ଼ ଏବଂ ହିନ୍ଦୀ-ଭାଷୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିନ୍ତି ।[୨] ସେ କନ୍ନଡ଼ ଦୂରଦର୍ଶନ ଧାରାବାହିକ ସୀତେରେ ଭଗବାନ ଶ୍ରୀରାମ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ପାଇଥିଲେ ।[୩] ୨୦୧୪ ମସିହାରେ ଅଭିଶେକ ବର୍ମନଙ୍କ ହିନ୍ଦୀ କଥାଚିତ୍ର ୨ ଷ୍ଟେଟ୍ସ୍ରେ ଏକ ଛୋଟ ଭୂମିକରେ ଅଭିନୟ କରିଥିଲେ ।[୪] ସେ ତାମିଲ ଦୂରଦର୍ଶନ ଧାରାବାହିକ କଲ୍ୟାଣମ୍ ମୁଦଲ କାଦଲ ଭାରାଇରେ ଅର୍ଜୁନ ଭୂମିକା ପାଇଁ ସେ ମଧ୍ୟ ଜାଣାଶୁଣା । ସେ ୟେନ୍ନାଇ ଅରିନ୍ଦାଲ (୨୦୧୫), ମିରୁଥାନ (୨୦୧୬) ଏବଂ ଅରମାନମାଇ ୩ (୨୦୨୧) ଭଳି ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଜନ୍ମ ଓ ପରିବାର
[ସମ୍ପାଦନା]ଅମିତ ୧୯୮୯ ମସିହାର ଅପ୍ରେଲ ୨୩ ତାରିଖରେ ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରରଞ୍ଜନି ସୁନ୍ଦରମଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ ।[୫]
ଦୂରଦର୍ଶନ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଭାଷା | ଚ୍ୟାନେଲ୍ |
---|---|---|---|---|
୨୦୧୦ | ସୀତେ | ଭଗବାନ ରାମ | କନ୍ନଡ଼ | ଉଦୟ ଟିଭି |
୨୦୧୩ | ବିଗ୍ ବସ୍ କନ୍ନଡ ସିଜନ୍-୧ | ବିଗ୍ ବସ୍ | କନ୍ନଡ଼ | କଟିଭି ନ୍ନଡଡ଼ |
ମହାଭାରତ | ଭଗବାନ କୃଷ୍ଣ[୬] | ତାମିଲ୍ | ସନ୍ ଟିଭି | |
୨୦୧୪ | ବିଗ୍ ବସ୍ କନ୍ନଡ ସିଜନ୍-୨ | ବିଗ୍ ବସ୍ | କନ୍ନଡ଼ | ଏସିଆନେଟ୍ ସୁଭର୍ନା |
୨୦୧୪–୨୦୧୭ | କଲ୍ୟାଣମ୍ ମୁଦଲ କାଦଲ ଭରାଇ | ଅର୍ଜୁନ / ମଲ୍ଲି | ତାମିଲ | ବିଜୟ ଟିଭି |
୨୦୧୬ | ଅଖାମ ଥାଭିର | ପ୍ରତିଯୋଗୀ | ବିଜୟ ଟିଭି | |
୨୦୧୭ | ମାପିଲ୍ଲାଇ | ଦୀପକ (ଅତିଥି କଳାକାର) | ||
୨୦୧୭–୨୦୧୯ | ନେଞ୍ଜାମ ମାରାପାଥିଲା | ଏସିପି ବିକ୍ରମ ଶିବ କୁମାର | ||
୨୦୧୯–୨୦୨୦ | କନ୍ନଡ଼ି | ଉପସ୍ଥାପକ | କାଲାଇଗାର୍ ଟିଭି | |
୨୦୨୦ | କନମାନି | ବେଣୁ (ଅତିଥି କଳାକାର) | ସନ୍ ଟିଭି | |
୨୦୨୦–୨୦୨୨ | ଥିରୁମାଥୀ ହିଟଲର୍ | ଅଭିନବ ଜନାର୍ଦ୍ଦନ | ଜି ତାମିଲ୍ |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଭାଷା | ଓଟିଟି |
---|---|---|---|---|
୨୦୧୮ | ଡଲ୍ ହାଉସ୍ ଡାଏରିସ୍ | ସଞ୍ଜୟ | ତାମିଲ | ଏମ୍ଏକ୍ସ ପ୍ଲେୟାର୍ |
୨୦୨୩ | ମାୟା ଥୋଟ୍ଟା[୭] | ରଞ୍ଜନ | ତାମିଲ୍ | ହଙ୍ଗାମା |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା |
---|---|---|---|
୨୦୧୪ | ଭିଜି ମୁଡି ୟୋସିଥାଲ | ତାମିଲ୍ | |
୨ ଷ୍ଟେଟ୍ସ୍ | ହରିଶ୍ | ହିନ୍ଦୀ | |
ୟେନ୍ନାମୋ ୟେଡୋ | ଆନନ୍ଦ | ତାମିଲ୍ | |
୨୦୧୫ | ୟେନ୍ନାଇ ଅରିନ୍ଦାଲ | ||
ଏନାକୁଲ୍ ଓରୁଭାନ୍ | |||
୨୦୧୬ | ମିରୁଥାନ୍ | ଡ. ନବୀନ | |
୨୦୧୭ | କୁତ୍ରମ୍ ୨୩ | ଅରବିନ୍ଦ | |
୨୦୧୯ | ଚାର୍ଲି ଚାପଲିନ୍ ୨ | ସାରାଙ୍କ ସମ୍ପର୍କୀୟ | |
୨୦୨୧ | ଚକ୍ର | ଗଣେଶ | |
ଅରମାନମାଇ ୩ | ସମିକାନ୍ନୁ |
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]ବର୍ଷ | ପ୍ରଦାନକାରୀ | ପୁରସ୍କାର | ପ୍ରକାର | କାର୍ଯ୍ୟକ୍ରମ | ଫଳାଫଳ |
---|---|---|---|---|---|
2017 | ବିଜୟ ଟିଭି | ବିଜୟ ଟେଲିଭିଜନ ପୁରସ୍କାର | ଶ୍ରେଷ୍ଠ ଅଭିନେତା | କଲ୍ୟାଣମ୍ ମୁଦଲ କାଦଲ ଭାରାଇ | ବିଜେତା |
ବିଜୟ ଟେଲିଭିଜନ ପୁରସ୍କାର | ସର୍ବୋତ୍ତମ ଅନ୍-ସ୍କ୍ରିନ୍ ଯୋଡ଼ି | କଲ୍ୟାଣମ୍ ମୁଦଲ କାଦଲ ଭାରାଇ | ମନୋନୀତ |
ସନ୍ଦର୍ଭ
[ସମ୍ପାଦନା]- ↑ "Nisha-Ganesh Venkatram to Sriranjani-Amit Bhargav: TV actors who found love in the industry". The Times of India. 7 February 2021. Retrieved 6 May 2023.
- ↑ "Yogi Babu's next, directed by Balaji Venugopal, titled Lucky Man". The New Indian Express (in ଇଂରାଜୀ). Retrieved 2023-05-06.
- ↑ "Act of faith". The Hindu. 12 February 2013. Retrieved 29 October 2014.
- ↑ "Bollywood takes note of Bangalore talent". The Times of India. 24 May 2014.
- ↑ "Amit Bhargav and Sriranjani Sundaram share an adorable video as their baby girl Veda Sri Bhargav turns two; watch". The Times of India. 2021-05-08. ISSN 0971-8257. Retrieved 2023-05-06.
- ↑ "Act of faith". The Hindu (in Indian English). 2013-02-12. ISSN 0971-751X. Retrieved 2023-05-06.
- ↑ "First Tamil web series 'Maaya Thotta' launched". Afternoonnews (in ଇଂରାଜୀ). Retrieved 2023-05-06.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅମିତ ଭାର୍ଗଭ