ଅମିତ ଭାର୍ଗଭ |
---|
ଜନ୍ମ | (1989-04-23) ୨୩ ଅପ୍ରେଲ ୧୯୮୯ (ବୟସ ୩୫)
|
---|
ବୃତ୍ତି(ସମୂହ) | ଅଭିନେତା, ଉପସ୍ଥାପକ, ସ୍ୱର ଅଭିନେତା |
---|
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
---|
ବୈବାହିକ-ସାଥୀ | ଶ୍ରୀରଞ୍ଜନି ସୁନ୍ଦରମ(୨୦୧୬ – ଏବେଯାଏଁ)[୧] |
---|
ଅମିତ ଭାର୍ଗଭ (ଜନ୍ମ: ୨୩ ଅପ୍ରେଲ ୧୯୮୯) ଜଣେ ଭାରତୀୟ ଅଭିନେତା ଯିଏକି ତାମିଲ, କନ୍ନଡ଼ ଏବଂ ହିନ୍ଦୀ-ଭାଷୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିନ୍ତି ।[୨] ସେ କନ୍ନଡ଼ ଦୂରଦର୍ଶନ ଧାରାବାହିକ ସୀତେରେ ଭଗବାନ ଶ୍ରୀରାମ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ପାଇଥିଲେ ।[୩] ୨୦୧୪ ମସିହାରେ ଅଭିଶେକ ବର୍ମନଙ୍କ ହିନ୍ଦୀ କଥାଚିତ୍ର ୨ ଷ୍ଟେଟ୍ସ୍ରେ ଏକ ଛୋଟ ଭୂମିକରେ ଅଭିନୟ କରିଥିଲେ ।[୪] ସେ ତାମିଲ ଦୂରଦର୍ଶନ ଧାରାବାହିକ କଲ୍ୟାଣମ୍ ମୁଦଲ କାଦଲ ଭାରାଇରେ ଅର୍ଜୁନ ଭୂମିକା ପାଇଁ ସେ ମଧ୍ୟ ଜାଣାଶୁଣା । ସେ ୟେନ୍ନାଇ ଅରିନ୍ଦାଲ (୨୦୧୫), ମିରୁଥାନ (୨୦୧୬) ଏବଂ ଅରମାନମାଇ ୩ (୨୦୨୧) ଭଳି ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅମିତ ୧୯୮୯ ମସିହାର ଅପ୍ରେଲ ୨୩ ତାରିଖରେ ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରରଞ୍ଜନି ସୁନ୍ଦରମଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ ।[୫]
ବର୍ଷ
|
ଧାରାବାହିକ
|
ଭୂମିକା
|
ଭାଷା
|
ଚ୍ୟାନେଲ୍
|
୨୦୧୦
|
ସୀତେ
|
ଭଗବାନ ରାମ
|
କନ୍ନଡ଼
|
ଉଦୟ ଟିଭି
|
୨୦୧୩
|
ବିଗ୍ ବସ୍ କନ୍ନଡ ସିଜନ୍-୧
|
ବିଗ୍ ବସ୍
|
କନ୍ନଡ଼
|
କଟିଭି ନ୍ନଡଡ଼
|
ମହାଭାରତ
|
ଭଗବାନ କୃଷ୍ଣ[୬]
|
ତାମିଲ୍
|
ସନ୍ ଟିଭି
|
୨୦୧୪
|
ବିଗ୍ ବସ୍ କନ୍ନଡ ସିଜନ୍-୨
|
ବିଗ୍ ବସ୍
|
କନ୍ନଡ଼
|
ଏସିଆନେଟ୍ ସୁଭର୍ନା
|
୨୦୧୪–୨୦୧୭
|
କଲ୍ୟାଣମ୍ ମୁଦଲ କାଦଲ ଭରାଇ
|
ଅର୍ଜୁନ / ମଲ୍ଲି
|
ତାମିଲ
|
ବିଜୟ ଟିଭି
|
୨୦୧୬
|
ଅଖାମ ଥାଭିର
|
ପ୍ରତିଯୋଗୀ
|
ବିଜୟ ଟିଭି
|
୨୦୧୭
|
ମାପିଲ୍ଲାଇ
|
ଦୀପକ (ଅତିଥି କଳାକାର)
|
୨୦୧୭–୨୦୧୯
|
ନେଞ୍ଜାମ ମାରାପାଥିଲା
|
ଏସିପି ବିକ୍ରମ ଶିବ କୁମାର
|
୨୦୧୯–୨୦୨୦
|
କନ୍ନଡ଼ି
|
ଉପସ୍ଥାପକ
|
କାଲାଇଗାର୍ ଟିଭି
|
୨୦୨୦
|
କନମାନି
|
ବେଣୁ (ଅତିଥି କଳାକାର)
|
ସନ୍ ଟିଭି
|
୨୦୨୦–୨୦୨୨
|
ଥିରୁମାଥୀ ହିଟଲର୍
|
ଅଭିନବ ଜନାର୍ଦ୍ଦନ
|
ଜି ତାମିଲ୍
|
ବର୍ଷ
|
ସିରିଜ୍
|
ଭୂମିକା
|
ଭାଷା
|
ଓଟିଟି
|
୨୦୧୮
|
ଡଲ୍ ହାଉସ୍ ଡାଏରିସ୍
|
ସଞ୍ଜୟ
|
ତାମିଲ
|
ଏମ୍ଏକ୍ସ ପ୍ଲେୟାର୍
|
୨୦୨୩
|
ମାୟା ଥୋଟ୍ଟା[୭]
|
ରଞ୍ଜନ
|
ତାମିଲ୍
|
ହଙ୍ଗାମା
|
ବର୍ଷ
|
କଥାଚିତ୍ର
|
ଭୂମିକା
|
ଭାଷା
|
୨୦୧୪
|
ଭିଜି ମୁଡି ୟୋସିଥାଲ
|
|
ତାମିଲ୍
|
୨ ଷ୍ଟେଟ୍ସ୍
|
ହରିଶ୍
|
ହିନ୍ଦୀ
|
ୟେନ୍ନାମୋ ୟେଡୋ
|
ଆନନ୍ଦ
|
ତାମିଲ୍
|
୨୦୧୫
|
ୟେନ୍ନାଇ ଅରିନ୍ଦାଲ
|
|
ଏନାକୁଲ୍ ଓରୁଭାନ୍
|
|
୨୦୧୬
|
ମିରୁଥାନ୍
|
ଡ. ନବୀନ
|
୨୦୧୭
|
କୁତ୍ରମ୍ ୨୩
|
ଅରବିନ୍ଦ
|
୨୦୧୯
|
ଚାର୍ଲି ଚାପଲିନ୍ ୨
|
ସାରାଙ୍କ ସମ୍ପର୍କୀୟ
|
୨୦୨୧
|
ଚକ୍ର
|
ଗଣେଶ
|
ଅରମାନମାଇ ୩
|
ସମିକାନ୍ନୁ
|
ବର୍ଷ
|
ପ୍ରଦାନକାରୀ
|
ପୁରସ୍କାର
|
ପ୍ରକାର
|
କାର୍ଯ୍ୟକ୍ରମ
|
ଫଳାଫଳ
|
2017
|
ବିଜୟ ଟିଭି
|
ବିଜୟ ଟେଲିଭିଜନ ପୁରସ୍କାର
|
ଶ୍ରେଷ୍ଠ ଅଭିନେତା
|
କଲ୍ୟାଣମ୍ ମୁଦଲ କାଦଲ ଭାରାଇ
|
ବିଜେତା
|
ବିଜୟ ଟେଲିଭିଜନ ପୁରସ୍କାର
|
ସର୍ବୋତ୍ତମ ଅନ୍-ସ୍କ୍ରିନ୍ ଯୋଡ଼ି
|
କଲ୍ୟାଣମ୍ ମୁଦଲ କାଦଲ ଭାରାଇ
|
ମନୋନୀତ
|