ଅମିତ ଭାର୍ଗଭ |
|---|
| ଜନ୍ମ | (1989-04-23) ୨୩ ଅପ୍ରେଲ ୧୯୮୯ (ବୟସ ୩୬)
|
|---|
| ବୃତ୍ତି(ସମୂହ) | ଅଭିନେତା, ଉପସ୍ଥାପକ, ସ୍ୱର ଅଭିନେତା |
|---|
| ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
|---|
| ବୈବାହିକ-ସାଥୀ | ଶ୍ରୀରଞ୍ଜନି ସୁନ୍ଦରମ(୨୦୧୬ – ଏବେଯାଏଁ)[୧] |
|---|
ଅମିତ ଭାର୍ଗଭ (ଜନ୍ମ: ୨୩ ଅପ୍ରେଲ ୧୯୮୯) ଜଣେ ଭାରତୀୟ ଅଭିନେତା ଯିଏକି ତାମିଲ, କନ୍ନଡ଼ ଏବଂ ହିନ୍ଦୀ-ଭାଷୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିନ୍ତି ।[୨] ସେ କନ୍ନଡ଼ ଦୂରଦର୍ଶନ ଧାରାବାହିକ ସୀତେରେ ଭଗବାନ ଶ୍ରୀରାମ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ପାଇଥିଲେ ।[୩] ୨୦୧୪ ମସିହାରେ ଅଭିଶେକ ବର୍ମନଙ୍କ ହିନ୍ଦୀ କଥାଚିତ୍ର ୨ ଷ୍ଟେଟ୍ସ୍ରେ ଏକ ଛୋଟ ଭୂମିକରେ ଅଭିନୟ କରିଥିଲେ ।[୪] ସେ ତାମିଲ ଦୂରଦର୍ଶନ ଧାରାବାହିକ କଲ୍ୟାଣମ୍ ମୁଦଲ କାଦଲ ଭାରାଇରେ ଅର୍ଜୁନ ଭୂମିକା ପାଇଁ ସେ ମଧ୍ୟ ଜାଣାଶୁଣା । ସେ ୟେନ୍ନାଇ ଅରିନ୍ଦାଲ (୨୦୧୫), ମିରୁଥାନ (୨୦୧୬) ଏବଂ ଅରମାନମାଇ ୩ (୨୦୨୧) ଭଳି ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅମିତ ୧୯୮୯ ମସିହାର ଅପ୍ରେଲ ୨୩ ତାରିଖରେ ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରରଞ୍ଜନି ସୁନ୍ଦରମଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ ।[୫]
| ବର୍ଷ |
ଧାରାବାହିକ |
ଭୂମିକା |
ଭାଷା |
ଚ୍ୟାନେଲ୍ |
| ୨୦୧୦ |
ସୀତେ |
ଭଗବାନ ରାମ |
କନ୍ନଡ଼ |
ଉଦୟ ଟିଭି |
| ୨୦୧୩ |
ବିଗ୍ ବସ୍ କନ୍ନଡ ସିଜନ୍-୧ |
ବିଗ୍ ବସ୍ |
କନ୍ନଡ଼ |
କଟିଭି ନ୍ନଡଡ଼ |
| ମହାଭାରତ |
ଭଗବାନ କୃଷ୍ଣ[୬] |
ତାମିଲ୍ |
ସନ୍ ଟିଭି |
| ୨୦୧୪ |
ବିଗ୍ ବସ୍ କନ୍ନଡ ସିଜନ୍-୨ |
ବିଗ୍ ବସ୍ |
କନ୍ନଡ଼ |
ଏସିଆନେଟ୍ ସୁଭର୍ନା |
| ୨୦୧୪–୨୦୧୭ |
କଲ୍ୟାଣମ୍ ମୁଦଲ କାଦଲ ଭରାଇ |
ଅର୍ଜୁନ / ମଲ୍ଲି |
ତାମିଲ |
ବିଜୟ ଟିଭି |
| ୨୦୧୬ |
ଅଖାମ ଥାଭିର |
ପ୍ରତିଯୋଗୀ |
ବିଜୟ ଟିଭି |
| ୨୦୧୭ |
ମାପିଲ୍ଲାଇ |
ଦୀପକ (ଅତିଥି କଳାକାର) |
| ୨୦୧୭–୨୦୧୯ |
ନେଞ୍ଜାମ ମାରାପାଥିଲା |
ଏସିପି ବିକ୍ରମ ଶିବ କୁମାର |
| ୨୦୧୯–୨୦୨୦ |
କନ୍ନଡ଼ି |
ଉପସ୍ଥାପକ |
କାଲାଇଗାର୍ ଟିଭି |
| ୨୦୨୦ |
କନମାନି |
ବେଣୁ (ଅତିଥି କଳାକାର) |
ସନ୍ ଟିଭି |
| ୨୦୨୦–୨୦୨୨ |
ଥିରୁମାଥୀ ହିଟଲର୍ |
ଅଭିନବ ଜନାର୍ଦ୍ଦନ |
ଜି ତାମିଲ୍ |
| ବର୍ଷ |
ସିରିଜ୍ |
ଭୂମିକା |
ଭାଷା |
ଓଟିଟି |
| ୨୦୧୮ |
ଡଲ୍ ହାଉସ୍ ଡାଏରିସ୍ |
ସଞ୍ଜୟ |
ତାମିଲ |
ଏମ୍ଏକ୍ସ ପ୍ଲେୟାର୍ |
| ୨୦୨୩ |
ମାୟା ଥୋଟ୍ଟା[୭] |
ରଞ୍ଜନ |
ତାମିଲ୍ |
ହଙ୍ଗାମା |
| ବର୍ଷ |
କଥାଚିତ୍ର |
ଭୂମିକା |
ଭାଷା |
| ୨୦୧୪ |
ଭିଜି ମୁଡି ୟୋସିଥାଲ |
|
ତାମିଲ୍ |
| ୨ ଷ୍ଟେଟ୍ସ୍ |
ହରିଶ୍ |
ହିନ୍ଦୀ |
| ୟେନ୍ନାମୋ ୟେଡୋ |
ଆନନ୍ଦ |
ତାମିଲ୍ |
| ୨୦୧୫ |
ୟେନ୍ନାଇ ଅରିନ୍ଦାଲ |
|
| ଏନାକୁଲ୍ ଓରୁଭାନ୍ |
|
| ୨୦୧୬ |
ମିରୁଥାନ୍ |
ଡ. ନବୀନ |
| ୨୦୧୭ |
କୁତ୍ରମ୍ ୨୩ |
ଅରବିନ୍ଦ |
| ୨୦୧୯ |
ଚାର୍ଲି ଚାପଲିନ୍ ୨ |
ସାରାଙ୍କ ସମ୍ପର୍କୀୟ |
| ୨୦୨୧ |
ଚକ୍ର |
ଗଣେଶ |
| ଅରମାନମାଇ ୩ |
ସମିକାନ୍ନୁ |
| ବର୍ଷ |
ପ୍ରଦାନକାରୀ |
ପୁରସ୍କାର |
ପ୍ରକାର |
କାର୍ଯ୍ୟକ୍ରମ |
ଫଳାଫଳ |
| 2017 |
ବିଜୟ ଟିଭି |
ବିଜୟ ଟେଲିଭିଜନ ପୁରସ୍କାର |
ଶ୍ରେଷ୍ଠ ଅଭିନେତା |
କଲ୍ୟାଣମ୍ ମୁଦଲ କାଦଲ ଭାରାଇ |
ବିଜେତା |
| ବିଜୟ ଟେଲିଭିଜନ ପୁରସ୍କାର |
ସର୍ବୋତ୍ତମ ଅନ୍-ସ୍କ୍ରିନ୍ ଯୋଡ଼ି |
କଲ୍ୟାଣମ୍ ମୁଦଲ କାଦଲ ଭାରାଇ |
ମନୋନୀତ |