ହାବରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

HABRA
হাবড়া
City
Country India
StateWest Bengal
DistrictNorth 24 Parganas
Government
 • Municipality ChairmanNilimesh Das<ref>Official District Administration site</ref>
 • MLAJyotipriyo Mullick,minister of state, food and distribution,govt. of West Bengal
Elevation
13 m (43 ft)
Population
 (2011)
 • Total୧,୪୯,୬୭୫
Languages
 • OfficialBengali, English
Time zoneUTC+5:30 (IST)
<!-- PIN -->
743269,743271,743263
Telephone code+91 3216
Lok Sabha constituencyBarasat
Vidhan Sabha constituencyHabra
Websitewww.habramunicipality.in

<gallery> <ref>http://www.sreechaitanyacollege.in/images/03.jpg</ref> </gallery>

ହାବରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ନୋର୍ଥ୍ ତ୍ୱେନ୍ତ୍yfଓଉର୍ ପର୍ଗନସ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ହାବରା ୨୨.୮୪୨୦ ଉତ୍ତର ଅକ୍ଷାଂଶ ଓ ୮୮.୬୫୬୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହାବରା ସହରର ମୋଟ ଜନସଂଖ୍ୟା ୧୨୭୬୯୫ ଅଟେ ।[୨] ସେଥି ମଧ୍ୟରୁ ୫୧.୧୧% ଜଣ ପରୁଷ ହୋଇଥିବା ବେଳେ ୪୮.୮୯% ଜଣ ନାରୀ ଅଟନ୍ତି । ହାବରାର ସାକ୍ଷରତା ହାର ୭୮.୫୬% ଅଟେ । ଏହା ଜାତୀୟ ହାରଠାରୁ -୧୩.୭୨% ପ୍ରତିଶତ କମ ଅଟେ । ସେଥିରୁ ୪୨.୩୨% ପ୍ରତିଶତ ପୁରୁଷ ଓ ୩୬.୨୪% ନାରୀ ଅଟନ୍ତି । ୯.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ହାବରାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]