ହାଣ୍ଡିଭଙ୍ଗା ଜଳପ୍ରପାତ
(Handibhanga Waterfallରୁ ଲେଉଟି ଆସିଛି)
ଅବସ୍ଥାନ | ହାଣ୍ଡିଭଙ୍ଗା, ବହଳଦା, ଯୋଡ଼ା, କେନ୍ଦୁଝର ଜିଲ୍ଲା |
---|---|
ଉଚ୍ଚତା | ୩୦ ମିଟର |
ଖାଲମାନଙ୍କ ସଂଖ୍ୟା | ୧ |
ଝରଣା | ଜଙ୍ଗଲୀ ଝରଣା |
ହାଣ୍ଡିଭଙ୍ଗା ଜଳପ୍ରପାତ କେନ୍ଦୁଝର ଜିଲ୍ଲାରେ ଥିବା ଏକ ଜଳପ୍ରପାତ ।[୧]
ଉଚ୍ଚତା ଓ ଅବସ୍ଥାନ[ସମ୍ପାଦନା]
ଚମ୍ପୁଆ ଉପଖଣ୍ଡର ଯୋଡ଼ା ବ୍ଳକ ଅନ୍ତର୍ଗତ ବହଳଦା ଗ୍ରାମ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମରେ ଏହା ଅବସ୍ଥିତ । ସୁନ୍ଦରଗଡ଼ ଜିଲ୍ଲାରୁ ବହି ଆସୁଥିବା ଏକ ଝରଣା ଏଠାରେ ଥିବା କାଳିଆ ପାହାଡ଼ରୁ ୩୦ ମିଟର ତଳକୁ ଖସି ଏହି ଜଳପ୍ରପାତ ସୃଷ୍ଠି କରୁଛି ।
ଆଧାର[ସମ୍ପାଦନା]
- ↑ "Handibhanga-Water-Fall". Discover Odisha. Travel Odisha. Retrieved 27 December 2014.