ହାଣ୍ଡିଭଙ୍ଗା ଜଳପ୍ରପାତ

ଉଇକିପିଡ଼ିଆ ରୁ
(Handibhanga Waterfall ରୁ ଲେଉଟି ଆସିଛି)
Jump to navigation Jump to search
ହାଣ୍ଡିଭଙ୍ଗା ଜଳପ୍ରପାତ
ଅବସ୍ଥାନହାଣ୍ଡିଭଙ୍ଗା, ବହଳଦା, ଯୋଡ଼ା, କେନ୍ଦୁଝର ଜିଲ୍ଲା
ଉଚ୍ଚତା୩୦ ମିଟର
ଖାଲମାନଙ୍କ ସଂଖ୍ୟା
ଝରଣାଜଙ୍ଗଲୀ ଝରଣା

ହାଣ୍ଡିଭଙ୍ଗା ଜଳପ୍ରପାତ କେନ୍ଦୁଝର ଜିଲ୍ଲାରେ ଥିବା ଏକ ଜଳପ୍ରପାତ ।[୧]

ଉଚ୍ଚତା ଓ ଅବସ୍ଥାନ[ସମ୍ପାଦନା]

ଚମ୍ପୁଆ ଉପଖଣ୍ଡର ଯୋଡ଼ା ବ୍ଳକ ଅନ୍ତର୍ଗତ ବହଳଦା ଗ୍ରାମ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମରେ ଏହା ଅବସ୍ଥିତ । ସୁନ୍ଦରଗଡ଼ ଜିଲ୍ଲାରୁ ବହି ଆସୁଥିବା ଏକ ଝରଣା ଏଠାରେ ଥିବା କାଳିଆ ପାହାଡ଼ରୁ ୩୦ ମିଟର ତଳକୁ ଖସି ଏହି ଜଳପ୍ରପାତ ସୃଷ୍ଠି କରୁଛି ।

ଆଧାର[ସମ୍ପାଦନା]

  1. "Handibhanga-Water-Fall". Discover Odisha. Travel Odisha. Retrieved 27 December 2014.