ସେରଗଡ଼, ବାଲେଶ୍ୱର

Coordinates: 21°26′11″N 86°50′37″E / 21.436378°N 86.84353°E / 21.436378; 86.84353
ଉଇକିପିଡ଼ିଆ‌ରୁ
ସେରଗଡ଼

ଶେରଗଡ଼

—  ଗାଆଁ  —
ସେରଗଡ଼
ସେରଗଡ଼ର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 21°26′11″N 86°50′37″E / 21.436378°N 86.84353°E / 21.436378; 86.84353
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ବାଲେଶ୍ୱର ଜିଲା
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
କୋଡ଼

ସେରଗଡ଼ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନରେ ଥିବା ଏକ ଗାଆଁ |

ଏହା ଜଗନ୍ନାଥ ସଡ଼କ ବା ଜାତୀୟ ରାଜପଥ ୫ ନିକଟରେ ଅବସ୍ଥିତ । ଏହା ବାଲେଶ୍ୱରନୀଳଗିରିର ଏକ ସଂଯୋଗ ପଥ । ବାଲେଶ୍ୱରଠାରୁ ଏହାର ଦୂରତା ୧୧ କି.ମି. ଓ ନୀଳଗିରିଠାରୁ ୮ କି.ମି.

ବିଶେଷତ୍ୱ[ସମ୍ପାଦନା]

ସେରଗଡ଼ ବାଲେଶ୍ୱର ଜିଲାର ଏକ ବେପାର ବଣିଜର ମାଧ୍ୟମ ଭାବରେ କାମ କରିଥାଏ । ଯୋଗାଯୋଗର ସୁବିଧା ହେତୁ ଏହା ସୋର, ନୀଳଗିରି, ଉଦଳା ଆଦି ସହରକୁ ବାଲେଶ୍ୱର ସହିତ ଯୋଡ଼ିଥାଏ । ଏଠାରେ ପରିବହନର ଭଲ ସୁବିଧା ଥିବାରୁ ନାନାଦି କଳକାରଖାନା ଗଢ଼ିଉଠିଛି ।

ଶିକ୍ଷା[ସମ୍ପାଦନା]

ସ୍କୁଲ[ସମ୍ପାଦନା]

ଏହାର ଅନତି ଦୂରରେ ସାନ୍ତାଠାରେ ଗୋଟିଏ ଓ ବରୁଣସିଂଠାରେ ଗୋଟିଏ ହାଇସ୍କୁଲ ଅଛି । ତାହାଛଡ଼ା ସେରଗଡ଼ ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।

କଲେଜ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

ଜୈବ ପ୍ରଯୁକ୍ତି[ସମ୍ପାଦନା]

ଜନବିକାଶ, ସ୍ୱୟଂସେବକ ଗୋଷ୍ଠୀ[ସମ୍ପାଦନା]

  • ନାରୀ ଓ ଶିଶୁ କଲ୍ୟାଣ ସମିତି, ସେରଗଡ଼

ବ୍ୟାଙ୍କ[ସମ୍ପାଦନା]

ଡାକ୍ତରଖାନା[ସମ୍ପାଦନା]

  • ସେରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ପର୍ଯ୍ୟଟନ[ସମ୍ପାଦନା]

ଏହି ଗାଆଁଠାରୁ ଅଳ୍ପ ଦୂରରେ ବାବା ଖଜୁରେଶ୍ୱର ମହାଦେବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାକଜମକରେ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]