ସେଫପୋଡୋକ୍ସିମ

ଉଇକିପିଡ଼ିଆ‌ରୁ
ସେଫପୋଡୋକ୍ସିମ
Clinical data
Trade namesVantin, others
SynonymsCephpodoxime, cefpodoxime proxetil
AHFS/Drugs.commonograph
MedlinePlusa698024
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth
Legal status
Legal status
Pharmacokinetic data
Bioavailability50%
Protein binding21% to 29%
MetabolismNegligible. Cefpodoxime proxetil is metabolized to cefpodoxime by the liver
Elimination half-life2 hours
ExcretionKidney, unchanged
Identifiers
  • (6R,7R)-7-{[(2Z)-2-(2-amino-1,3-thiazol-4-yl)-2-methoxyimino-acetyl]amino}-3-(methoxymethyl)-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
ECHA InfoCard100.210.871 Edit this at Wikidata
Chemical and physical data
FormulaC15H17N5O6S2
Molar mass୪୨୭.୪୫ g·mol−1
3D model (JSmol)
  • O=C2N1/C(=C(\CS[C@@H]1[C@@H]2NC(=O)C(=N\OC)/c3nc(sc3)N)COC)C(=O)O
  • InChI=1S/C15H17N5O6S2/c1-25-3-6-4-27-13-9(12(22)20(13)10(6)14(23)24)18-11(21)8(19-26-2)7-5-28-15(16)17-7/h5,9,13H,3-4H2,1-2H3,(H2,16,17)(H,18,21)(H,23,24)/b19-8-/t9-,13-/m1/s1 checkY
  • Key:WYUSVOMTXWRGEK-HBWVYFAYSA-N checkY
  (verify)

ସେଫପୋଡୋକ୍ସିମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଭାଣ୍ଟିନ୍, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ମଧ୍ୟକର୍ଣ୍ଣ ପ୍ରଦାହ, ଷ୍ଟ୍ରେପ୍ ଗଳା, ସାଇନୁସାଇଟିସ୍, ମୂତ୍ରନଳୀ ସଂକ୍ରମଣ ଏବଂ ଗନରିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ପାଟିରେ ଦିଆଯାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ଯୋନୀପଥ ଇଷ୍ଟ ସଂକ୍ରମଣ, ପେଟ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ଲୋଷ୍ଟ୍ରିଡିଓଡେସ୍ ଡିଫାଇସିଲ୍ ସଂକ୍ରମଣ ହୋଇପାରେ । [୧] ଗର୍ଭାବସ୍ଥାରେ ବ୍ୟବହାର ସହିତ କୌଣସି କ୍ଷତି ହେବାର ପ୍ରମାଣ ନଥିବାବେଳେ, ଏହାର ବ୍ୟବହାରର ଭଲରୂପେ ଅଧ୍ୟୟନ କରାଯାଇ ନାହିଁ । [୩] ଏହା ଏକ ତୃତୀୟ ପିଢ଼ୀର ସେଫାଲୋସ୍ପୋରିନ୍ ଏବଂ ଜୀବାଣୁର କୋଷ କାନ୍ଥରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ । [୪]

୧୯୮୦ ମସିହାରେ ସେଫପୋଡୋକ୍ସିମ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୯ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଷ୍ଟ୍ରରେ ୨୦୦ ମିଗ୍ରାର ୨୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୬ ଡଲାର ଅଟେ। [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Cefpodoxime Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 30 December 2021.
  2. "DailyMed - CEFPODOXIME PROXETIL tablet, film coated". dailymed.nlm.nih.gov. Archived from the original on 28 December 2021. Retrieved 30 December 2021.
  3. "Cefpodoxime (Vantin) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 30 December 2021.
  4. Beauduy, Camille E.; Winston, Lisa G. (2020). "43. Beta-lactam and other cell wall - & membrane - active antibiotics". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 832. ISBN 978-1-260-45231-0. Archived from the original on 2021-10-10. Retrieved 2021-11-30.
  5. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 495. ISBN 9783527607495. Archived from the original on 2016-12-20. Retrieved 2021-06-11.
  6. "Cefpodoxime Prices, Coupons & Savings Tips - GoodRx". GoodRx. Archived from the original on 9 November 2016. Retrieved 30 December 2021.