Jump to content

ଶକୁନ୍ତଳା ପଣ୍ଡା

ଉଇକିପିଡ଼ିଆ‌ରୁ
ଶକୁନ୍ତଳା ପଣ୍ଡା
ଜନ୍ମ
ଶକୁନ୍ତଳା ପଣ୍ଡା

(1939-11-10)୧୦ ନଭେମ୍ବର ୧୯୩୯


[]
ମୃତ୍ୟୁ୧୪ ଜାନୁଆରୀ ୨୦୧୭(2017-01-14) (ବୟସ ୭୭)
ସହିଦନଗର, ଭୁବନେଶ୍ୱର
ଜାତୀୟତାଭାରତୀୟ
ବୈବାହିକ-ସାଥୀହରିହର ପଣ୍ଡା
ସନ୍ତାନସୁସ୍ମିତା ବାଗ୍‌ଚୀ, ସଞ୍ଜୟ ପଣ୍ଡା

ଶକୁନ୍ତଳା ପଣ୍ଡା(୧୦ ନଭେମ୍ବର ୧୯୩୯-୧୪ ଜାନୁଆରୀ, ୨୦୧୭) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦିକା ଥିଲେ ।[] ମାସିକ ପତ୍ରିକା ସୁଚରିତାକୁ ସେ ୨୭ବର୍ଷ ଧରି ସମ୍ପାଦନା କରିଆସୁଥିଲେ ।[]

ଜୀବନୀ

[ସମ୍ପାଦନା]

ଶକୁନ୍ତଳା, ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ହରିହର ପଣ୍ଡାଙ୍କୁ ବିବାହ କରିଥିଲେ । ପୁତ୍ର ସଞ୍ଜୟ ଜଣେ ଭାରତୀୟ ବୈଦେଶିକ ସେବା ଅଧିକାରୀ ଓ କନ୍ୟା ସୁସ୍ମିତା ବାଗ୍‌ଚୀ ଜଣେ ଲେଖିକା ଅଟନ୍ତି ।[] ଜାମାତା ସୁବ୍ରତ ବାଗ୍‌ଚୀ ଆଇ.ଟି କମ୍ପାନୀ "ମାଇଣ୍ଡ ଟ୍ରି କଂସଲଟିଂ"ର ପ୍ରତିଷ୍ଠାତା ତଥା ଓଡ଼ିଶାର "ସ୍କିଲ ଡେଭେଲପମେଣ୍ଟ ଅଥରିଟି"ର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ସୁଚରିତା ପତ୍ରିକା ୧୯୭୫ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା[] ଓ ସେବେଠାରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ ଏହି ପତ୍ରିକା ସମ୍ପାଦନା କରି ଆସୁଥିଲେ । ଏହା ବ୍ୟତିତ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ନେସନାଲ ବୁକ ଟ୍ରଷ୍ଟର ଆଡ଼ଭାଇଜରି କମିଟିର ସଦସ୍ୟ, ଓଡ଼ିଆ କଥାଚିତ୍ର ସେନସର ବୋର୍ଡ଼ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

ଗଳ୍ପ ସଂକଳନ

[ସମ୍ପାଦନା]
  • ଅନେକ ଦିନ ପରେ
  • ସୂର୍ଯ୍ୟ ଶିଖା
  • ଅନ୍ଧାରର ରଙ୍ଗ
  • ନିଷିଥର ସୂର୍ଯ୍ୟ
  • ମନିକାର ଘର
  • ଜେରୁଜେଲମ୍ ସନ୍ଥ
  • ପକ୍ଷୀ ଉଡ଼ିଯା
  • ନିର୍ଜନ ଦ୍ୱୀପର ନେପୋଲିୟନ୍‌[]

ଉପନ୍ୟାସ

[ସମ୍ପାଦନା]
  • ସୀମାହୀନ
  • ତମସା
  • ମଞ୍ଜୁଳାର ଝିଅ[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଉତ୍କଳ ଭାରତୀ କୁନ୍ତଳା କୁମାରୀ ପୁରସ୍କାର - ୨୦୧୪[]
  1. Amal Ghose (1977). Who's who of Indian women, international. National Biographical Centre.
  2. Press and Advertisers Year Book. Infa Publications. 2002.
  3. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
  4. http://www.thehindu.com/features/metroplus/society/odia-writer-susmita-bagchi-on-her-first-english-novel/article7535158.ece
  5. CMP Information; Ernest Benn Ltd. (London) (2004). Benn's Media. Benn.
  6. "ଆର୍କାଇଭ୍ କପି". Archived from the original on 2017-01-19. Retrieved 2017-01-30. {{cite web}}: Cite has empty unknown parameter: |1= (help)
  7. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୪-୧୭ ପୃଷ୍ଠା ୪-୫. Retrieved 4 February 2017.
  8. http://sambad.in/news/special/31160.html[permanent dead link]
  9. http://odishasuntimes.com/2014/07/30/odisha-story-teller-sakuntala-panda-receive-utkal-bharati-award/[permanent dead link]