ସିଲିଗୁଡ଼ି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Siliguri
শিলিগুড়ি
Metropolitan City/Urban Agglomeration
Nickname: 
Gateway City to Northeast India
Country India
StateWest Bengal
DistrictDarjeeling, Jalpaiguri
Named forLargest city of North Bengal,
Government
 • TypeMunicipal Corporation
 • BodySiliguri Municipal Corporation
 • Police commissionerK Jayaraman (IPS)
Area
 • Metropolitan City/Urban Agglomeration260 km2 (100 sq mi)
Population
 (2011 census)[୧]
 • Metro୭,୦୧,୪୮୯
Demonym(s)Siligurians, Siliguribashi
Languages
 • OfficialBengali, English, Nepali
Time zoneUTC+5:30 (IST)
PIN
734 001-734 015
Telephone code+91353
ଯାନବାହାନ ପଞ୍ଚୀକରଣWB 74 / WB 73 2
Lok Sabha constituencyDarjeeling
Vidhan Sabha constituencySiliguri, Dabgram-Phulbari
Websitewww.siligurismc.com
1The coordinates given here are in metric system and based upon the Microsoft Encarta Reference Library Map Center 2005 2 The Vehicle Code given here based upon the Siliguri Sub Divisional Court documentations.


ସିଲିଗୁଡ଼ି ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ପଶ୍ଚିମବଙ୍ଗର ଦର୍ଜିଲିଙ୍ଗ୍ ଅନ୍ଦ୍ ଜଲ୍ପଇଗୁରି ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଲିଗୁଡ଼ି ସହରର ମୋଟ ଜନସଂଖ୍ୟା ୪୭୦୨୭୫ ଅଟେ ।[୩] ସେଥି ମଧ୍ୟରୁ ୫୩.୧୫% ଜଣ ପରୁଷ ହୋଇଥିବା ବେଳେ ୪୬.୮୫% ଜଣ ନାରୀ ଅଟନ୍ତି । ସିଲିଗୁଡ଼ିର ସାକ୍ଷରତା ହାର ୭୦.୦୮% ଅଟେ । ଏହା ଜାତୀୟ ହାରଠାରୁ -୫.୨୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୩% ପ୍ରତିଶତ ପୁରୁଷ ଓ ୩୦.୩୫% ନାରୀ ଅଟନ୍ତି । ୧୧.୬୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ବଙ୍ଗାଳୀ ସିଲିଗୁଡ଼ିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf
  2. http://censusindia.gov.in/2011-prov-results/paper2/data_files/India2/Table_3_PR_UA_Citiees_1Lakh_and_Above.pdf
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]