ସିଟାଲୋପ୍ରାମ

ଉଇକିପିଡ଼ିଆ‌ରୁ
ସିଟାଲୋପ୍ରାମ
(R)-(−)-citalopram (top),
(S)-(+)-citalopram (bottom)
Clinical data
Pronunciation/sˈtæləˌpræm, sɪ-/;[୨]
Trade namesCelexa, Cipramil, others (see below)
AHFS/Drugs.commonograph
MedlinePlusa699001
Pregnancy
category
  • US: C (Risk not ruled out)
Routes of
administration
By mouth
Drug classSelective serotonin reuptake inhibitor (SSRI)[୧]
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability80%
peak at 4 h[୧]
MetabolismLiver (CYP3A4 and CYP2C19)
MetabolitesDesmethylcitalopram (DCT) and didesmethylcitalopram (DDCT)
Elimination half-life35 h
ExcretionMostly as unmetabolized citalopram, partly DCT and traces of DDCT in urine
Identifiers
  • (RS)-1-[3-(Dimethylamino)propyl]-1-(4-fluorophenyl)-1,3-dihydroisobenzofuran-5-carbonitrile
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.056.247 Edit this at Wikidata
Chemical and physical data
FormulaC20H21FN2O
Molar mass324.392 g/mol
3D model (JSmol)
ChiralityRacemic mixture
  • Fc1ccc(cc1)C3(OCc2cc(C#N)ccc23)CCCN(C)C
  • InChI=1S/C20H21FN2O/c1-23(2)11-3-10-20(17-5-7-18(21)8-6-17)19-9-4-15(13-22)12-16(19)14-24-20/h4-9,12H,3,10-11,14H2,1-2H3 checkY
  • Key:WSEQXVZVJXJVFP-UHFFFAOYSA-N checkY
  (verify)

ସିଟାଲୋପ୍ରାମ (ଇଂରାଜୀ ଭାଷାରେ Citalopram, ଏକ ବିକ୍ରୟ ନାମ ସେଲେକ୍ସା/ Celexa, ଏକ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର (selective serotonin reuptake inhibitor or SSRI) ଶ୍ରେଣୀର ଅବସାଦରୋଧୀ (antidepressant) ଔଷଧ ।[୧] ପ୍ରମୁଖ ଅବସାଦ ବେମାରୀ, ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜ‌ଅର୍ଡ଼ର, ଓ ସୋସିଆଲ ଫୋବିଆ (social phobia) ଆଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ ।[୧]ଏକରୁ ଚାରି ସପ୍ତାହ ମଧ୍ୟରେ ଏହାର ଉପକାରୀତା ଜଣାଯାଏ । [୧] ଏହି ଔଷଧ ପାଟିରେ ଦିଆଯାଏ ।[୧]

ସେଟାଲୋପ୍ରାମର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ନିଦ୍ରା ସମସ୍ୟା, ଯୌନ ସମସ୍ୟା, ଥକ୍କାଣ, ସ୍ୱେଦ ନିର୍ଗତ ଓ ଅସ୍ଥିରତା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ୨୫ ବର୍ଷ ବୟସ ପୂର୍ବରୁ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ଗ୍ଲକୋମା ଓ ପ୍ରଲମ୍ବିତ କ୍ୟୁଟି (QT prolongation) ହୋଇପାରେ ।[୧] ଏମଏଓ ଇନହିବିଟର (MAO inhibitor) ନେଉଥିବା ରୋଗୀକୁ ଏହା ଦିଆଯାଏନାହିଁ ।[୧] ଏହି ଔଷଧ ନେବା ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଡିସକଣ୍ଟିନୁଏସନ ସିଣ୍ଡ୍ରୋମ (Antidepressant discontinuation syndrome) ହୁଏ । [୧] ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ସାଧନ କରିପାରେ ।[୩]

ସନ ୧୯୯୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସିଟାଲୋପ୍ରାମ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ (generic medication) ଭାବରେ ମିଳେ ।[୪] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧର ଏକ ମାସର ଖର୍ଚ୍ଚ ୨୦ ପାଉଣ୍ଡରୁ କମ୍ ମୁଲ୍ୟରେ ମିଳେ । [୪] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସର ମୂଲ୍ୟ ୫୦-୧୦୦ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୬ରେ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୧ତମ ସର୍ବାଧିକ ପ୍ରେସକ୍ରିପସନ ହୋଇଥିଲା । [୬]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Citalopram Hydrobromide Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
  2. "Citalopram". Merriam-Webster Dictionary.
  3. "Citalopram (Celexa) Use During Pregnancy". Drugs.com (in ଇଂରାଜୀ). Retrieved 23 December 2018.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 361. ISBN 9780857113382.
  5. Tarascon Pharmacopoeia 2017 Professional Desk Reference Edition (in ଇଂରାଜୀ). Jones & Bartlett Learning. 2016. p. 440. ISBN 9781284118957.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]