ସିକ୍ଲେସୋନାଇଡ

ଉଇକିପିଡ଼ିଆ‌ରୁ
ସିକ୍ଲେସୋନାଇଡ
Clinical data
Trade namesAlvesco, Omnaris, Omniair, others
Synonyms(11β, 16α)-16, 17-[[(R)-cyclohexylmethylene]bis(oxy)]-11-hydroxy-21- (2-methyl-1-oxopropoxy)- pregna-1, 4-diene-3, 20-dione
AHFS/Drugs.comInhaled: monograph
Nose: monograph
MedlinePlusa607008
Pregnancy
category
  • AU: B3
  • US: C (Risk not ruled out)
Routes of
administration
Inhalation, nose spray
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Identifiers
  • 2-[(1S, 2S, 4R, 8S, 9S,11S, 12S, 13R)-6-cyclohexyl-11-hydroxy-9, 13-dimethyl-16-oxo-5, 7-dioxapentacyclo [10.8.0.02,9.04, 8.013,18] icosa-14, 17-dien-8-yl]- 2-oxoethyl 2-methylpropanoate
ECHA InfoCard100.210.908 Edit this at Wikidata
Chemical and physical data
FormulaC32H44O7
Molar mass୫୪୦.୭0 g·mol−1
3D model (JSmol)
  • O=C(OCC(=O)[C@]25O[C@@H](O[C@@H]5C[C@H]1[C@H]4[C@H]([C@@H](O)C[C@@]12C)[C@]/3(/C=C\C(=O)\C=C\3CC4)C)C6CCCCC6)C(C)C
  • InChI=1S/C32H44O7/c1-18(2)28(36)37-17-25(35)32-26(38-29(39-32)19-8-6-5-7-9-19)15-23-22-11-10-20-14-21(33)12-13-30(20,3)27(22)24(34)16-31(23,32)4/h12-14,18-19,22-24,26-27,29,34H,5-11,15-17H2,1-4H3/t22-,23-,24-,26+,27+,29+,30-,31-,32+/m0/s1 checkY
  • Key:LUKZNWIVRBCLON-GXOBDPJESA-N checkY
  (verify)

ସିକ୍ଲେସୋନାଇଡ (ଇଂରାଜୀ ଭାଷାରେ Ciclesonide), ଅନ୍ୟମାନଙ୍କ ମଧ୍ୟରେ ଓମନାରିସ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆଜମା ଏବଂ ଆଲର୍ଜିକ ନାକ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଆଜମା ପାଇଁ ଏହା ପ୍ରଶ୍ୱାସରେ ନାକ ସ୍ପ୍ରେ ଭାବରେ ନିଆଯାଏ । ବ୍ୟବହୃତ ହୁଏ ।[୧] [୨]

ପ୍ରଶ୍ୱାସରେ ନେବା ବ୍ୟବ‌ହାର କଲାବେଳେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଉପର ଶ୍ୱାସନଳୀ ସଂକ୍ରମଣ, ଯନ୍ତ୍ରଣା, ଥ୍ରଶ୍ ବା କବକ ସଂକ୍ରମଣ ଏବଂ ନିମୋନିଆ ହୋଇପାରେ ।[୧] ନାକରେ ସ୍ପ୍ରେ କରାଯିବା ସମୟରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକ ରକ୍ତସ୍ରାବ, ମୁଣ୍ଡବିନ୍ଧା, କାନ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଗ୍ଲୁକୋମା ଏବଂ ଆଡ୍ରେନାଲ୍ ଅଭାବ ହୋଇପାରେ | [୩] ଗର୍ଭାବସ୍ଥାରେ ସୁରକ୍ଷା ବିଷୟ ଭଲ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ କର୍ଟିକୋଷ୍ଟେରଏଡ୍, ବିଶେଷ ଭାବରେ ଏକ ଗ୍ଲୁକୋକର୍ଟିକଏଡ୍ ।[୧] [୨]

୧୯୯୦ରେ ସିକ୍ଲୋନାଇଡ ପେଟେଣ୍ଟ ହୋଇଥିଲା ଏବଂ ୨୦୦୫ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ୨୦୦୬ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୫] ବୁଡୋସୋନାଇଡର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୬] ଯୁକ୍ତରାଜ୍ୟରେ ୧୬୦ ମାଇକ୍ରୋଗ୍ରାମ୍ ବିଶିଷ୍ଟ ୧୨୦ ମାତ୍ରାର ଇନହେଲରର ମୂଲ୍ୟ ୩୮ ପାଉଣ୍ଡ ଅଟେ ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬୦ ଡଲାର ଅଟେ । [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Ciclesonide (Systemic, Oral Inhalation) Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 4 January 2022.
  2. ୨.୦ ୨.୧ ୨.୨ ୨.୩ "Ciclesonide (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 11 March 2016. Retrieved 4 January 2022.
  3. ୩.୦ ୩.୧ "DailyMed - ALVESCO- ciclesonide aerosol, metered". dailymed.nlm.nih.gov. Archived from the original on 17 April 2021. Retrieved 4 January 2022.
  4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 488. ISBN 9783527607495. Archived from the original on 2021-03-21. Retrieved 2020-12-21.
  5. "FDA News Release. FDA Approves New Treatment for Allergies". Food and Drug Administration. 2006-10-23. Archived from the original on 2016-10-23. Retrieved 2009-07-30.
  6. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 278. ISBN 978-0857114105.
  8. "Alvesco Prices, Coupons & Savings Tips - GoodRx". GoodRx. Retrieved 4 January 2022.