Jump to content

ସାର୍ଟୋଲିଜୁମାବ ପେଗୋଲ

ଉଇକିପିଡ଼ିଆ‌ରୁ
ସାର୍ଟୋଲିଜୁମାବ ପେଗୋଲ
Syringe with 200mg certolizumab pegol
Monoclonal antibody
TypeFab' fragment
SourceHumanized (from mouse)
TargetTNF alpha
Clinical data
Trade namesCimzia
SynonymsCDP870
AHFS/Drugs.commonograph
MedlinePlusa608041
data
Pregnancy
category
  • AU: C
  • US: N (Not classified yet)
    Routes of
    administration
    Subcutaneous
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    Elimination half-lifeabout 11 days
    ExcretionKidney (PEG only)
    Chemical and physical data
    FormulaC2115H3252N556O673S16
    Molar mass୪୭,୭୪୯.୪୬ g·mol−1
      (verify)

    ସାର୍ଟୋଲିଜୁମାବ ପେଗୋଲ, ବେପାର ନାମ ସିମଜିଆ, କ୍ରୋନ୍ ରୋଗ, ରିଉମାଟଏଡ୍ ଆର୍ଥ୍ରାଇଟିସ୍, ସୋରିଆଟିକ୍ ଆର୍ଥ୍ରାଇଟିସ୍, ପ୍ଲେକ ପ୍ଲେକ୍ ଏବଂ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଯେପରିକି ଆବସେସ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଅଇ, ମୁଣ୍ଡବିନ୍ଧା, ନିଦ୍ରାହୀନତା, ଉଚ୍ଚ ରକ୍ତଚାପ, ଯକୃତ ପ୍ରଦାହ, ରାସଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ହୃଦଘାତ ଏବଂ ଆଞ୍ଜିଓଡେମା ଇତ୍ୟାଦି ହୋଇପାରେ ।| [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡିର ଏକ ଖଣ୍ଡ ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ ଆଲଫା (TNF-α) ସହିତ ବନ୍ଧନ‌ଯୁକ୍ତ ହୁଏ । []

    ୨୦୦୮ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ମେଡିକାଲ ବ୍ୟବହାର ପାଇଁ ସାର୍ଟୋଲିଜୁମାବ ପେଗୋଲ ଅନୁମୋଦିତ ହୋଇଥିଲା । [] [] ବିଶ୍ୱ ସ୍ୱାସ୍ତ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାର ଏହାର ନାମ ଅଛି ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୭୧୫ ପାଉଣ୍ଡ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୭୦୦ ଡଲାର ଅଟେ । []

    1. 1 2 "Cimzia- certolizumab pegol kit Cimzia- certolizumab pegol injection, solution". DailyMed. 24 April 2020. Archived from the original on 19 July 2020. Retrieved 18 July 2020.
    2. 1 2 3 "Certolizumab Monograph for Professionals". Drugs.com (in ଇଂରାଜୀ). Retrieved 3 January 2022.
    3. 1 2 "Cimzia". Archived from the original on 30 December 2021. Retrieved 3 January 2022.
    4. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 1159. ISBN 978-0857114105.
    6. "Cimzia Prices, Coupons & Savings Tips - GoodRx". GoodRx. Retrieved 3 January 2022.