ସାରୁବାହାଲ
ଦେଖଣା
ସାରୁବାହାଲ | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ସୁନ୍ଦରଗଡ଼ |
| ପଞ୍ଚାୟତ ସମିତି | ଉଡ଼ୁସୁ |
| ଗ୍ରାମ ପଞ୍ଚାୟତ | ଉଡ଼ୁସୁ |
| ତହସିଲ | ବିଶ୍ରା |
| Time zone | IST (+୫.୩୦) |
| ଡାକ କୋଡ଼ | ୭୭୦୦୩୬[୧] |
| Area code | +୦୬୬୧ |
| ଯାନବାହାନ ପଞ୍ଚୀକରଣ | OD/୧୪ |
ସାରୁବାହାଲ ଗାଁ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ଉଡ଼ୁସୁ ଗ୍ରାମପଞ୍ଚାୟତର ଏକ ଗାଆଁ । ଏହି ଗାଆଁଟି ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଗମନାଗମନ
[ସମ୍ପାଦନା]ଏହା ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଠାରୁ ପ୍ରାୟ ୧୩୦କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
[ସମ୍ପାଦନା]ଏଠାରେ ଗୋଟିଏ ଉଚ୍ଚ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।
ସଂସ୍କୃତି
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।
ଆଧାର
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |