ସାନାୱାଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sanawad
सनावाद
Township
Country India
StateMadhya Pradesh
RegionNimar
DistrictKhargone District
Named forMundari (Ring or Circle)
Government
 • TypeMunicipal Board
 • Nagar palika AdhyakshaNarendra Sharma(Lali) (Congress)
DemonymMundian's
Time zoneUTC+5:30 (IST)
Spoken LanguagesHindi, English ,Nimari


ସାନାୱାଦ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ୱେସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାନାୱାଦ ୨୨.୧୭୧୫ ଉତ୍ତର ଅକ୍ଷାଂଶ ଓ ୭୬.୦୭୦୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାନାୱାଦ ସହରର ମୋଟ ଜନସଂଖ୍ୟା ୩୪୧୩୧ ଅଟେ ।[୩] ସେଥି ମଧ୍ୟରୁ ୫୨.୩୮% ଜଣ ପରୁଷ ହୋଇଥିବା ବେଳେ ୪୭.୬୨% ଜଣ ନାରୀ ଅଟନ୍ତି । ସାନାୱାଦର ସାକ୍ଷରତା ହାର ୬୯.୧୧% ଅଟେ । ଏହା ଜାତୀୟ ହାରଠାରୁ -୪.୨୭% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୮% ପ୍ରତିଶତ ପୁରୁଷ ଓ ୨୯.୩୩% ନାରୀ ଅଟନ୍ତି । ୧୩.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସାନାୱାଦର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]