Jump to content

ସଞ୍ଜଳୀ ମୁର୍ମୁ

ଉଇକିପିଡ଼ିଆ‌ରୁ
ସଞ୍ଜଳୀ ମୁର୍ମୁ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସୁଦାମ ମାରାଣ୍ଡି
ନିର୍ବାଚନ ମଣ୍ଡଳୀବାଙ୍ଗିରିପୋଷି
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୯୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ସଞ୍ଜଳୀ ମୁର୍ମୁ (ଜନ୍ମ: ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମୁର୍ମୁ ମୟୂରଭଞ୍ଜ ଜିଲ୍ଲାବାଙ୍ଗିରିପୋଷି ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସୁଗୁଦା ମୁର୍ମୁ ଜଣେ କୃଷକ । ସେ ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ୨୦୧୭ ମସିହାରେ ଇତିହାସରେ ସ୍ନାତକୋତ୍ତର କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୀତାଂଶୁ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୨] ଏହି ନିର୍ବାଚନରେ, ସେ ସମୁଦାୟ ୮୭,୮୦୧ ଖଣ୍ଡ ଭୋଟ୍ ପାଇଥିଲେ[୩] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରଞ୍ଜିତା ମାରାଣ୍ଡିଙ୍କୁ ୩୪,୪୭୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫][୬][୭]

ଆଧାର[ସମ୍ପାଦନା]

  1. "Sanjali Murmu(Bharatiya Janata Party(BJP)):Constituency- BANGRIPOSI (ST)(MAYURBHANJ) - Affidavit Information of Candidate". www.myneta.info. Retrieved 2024-06-05.
  2. "BJP storms to power in Odisha". The Week (in ଇଂରାଜୀ). Retrieved 2024-06-05.
  3. "Full list of Odisha Assembly elections 2024 winners". The Indian Express (in ଇଂରାଜୀ). 2024-06-05. Retrieved 2024-06-05.
  4. "General Election to Assembly Constituencies 2024: Bangriposi (Odisha)". Election Commission of India. Retrieved 14 June 2024.
  5. Service, Express News (2024-06-05). "BJP candidates sweep most of Mayurbhanj Assembly constituencies". The New Indian Express (in ଇଂରାଜୀ). Retrieved 2024-06-05.
  6. "Bangriposi Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.
  7. "Bangriposi, Odisha Assembly Election Results 2024 Highlights: BJP's Sanjali Murmu defeats BJD's Ranjita Marndi with 34476 votes". India Today (in ଇଂରାଜୀ). 2024-06-04. Retrieved 2024-06-05.