Jump to content

ଲେଭୋଡୋପା/ବେନସେରାଜାଇଡ

ଉଇକିପିଡ଼ିଆ‌ରୁ
ଲେଭୋଡୋପା/ବେନସେରାଜାଇଡ
Combination of
LevodopaDopamine agonist
BenserazideDecarboxylase inhibitor
Clinical data
Trade namesProlopa, Madopar, others[]
SynonymsCo-beneldopa[]
Pregnancy
category
    Routes of
    administration
    By mouth
    Legal status
    Legal status

    ଲେଭୋଡୋପା/ବେନସେରାଜାଇଡ, (ଇଂରାଜୀ ଭାଷାରେ Levodopa/benserazide ) ଅନ୍ୟ ନାମ କୋ-ବେନେଲଡୋପା, ବିକ୍ରୟ ନାମ ପ୍ରୋଲୋପା, ହେଉଛି ପାର୍କିନ୍‌ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରଣ ଔଷଧ ।[] [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, ଉଦାସୀନତା, ଅନିୟମିତ ହୃତ୍ ସ୍ପନ୍ଦନ, ହାଲୁସିନେସନ, ଛିଡା ହେଲେ ନିମ୍ନ ରକ୍ତଚାପ ଏବଂ ଭୋକ ନଷ୍ଟ ହୁଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇମ୍ପଲ୍ସ କଣ୍ଟ୍ରୋଲ୍ ବ୍ୟାଧି ଏବଂ ହଠାତ୍ ନିଦ୍ରା ଅନ୍ତର୍ଭୁକ୍ତ ହୋଇପାରେ ।[] ଯକୃତ ଜନିତ ସମସ୍ୟା ଥିବା ଲୋକମାନଙ୍କୁ ଦେବାକୁ ଏହା ସୁପାରିଶ କରାଯାଏ ନାହିଁ ।[] ହଠାତ୍ ଔଷଧ ଦେବା ବନ୍ଦ କଲେ ମାଂସପେଶୀ ଭାଙ୍ଗିଯାଏ[] ଏହା ଲେଭୋଡୋପା, ଏକ ଡୋପାମାଇନ୍ ଆଗୋନିଷ୍ଟ ଏବଂ ବେନସେରାଜାଇଡ୍, ଏକ ଡିକାର୍ବୋକ୍ସିଲେଜ୍ ଇନହିବିଟରଦ୍ୱାରା ଗଠିତ ।[]

    ୧୯୭୭ ମସିହାରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] ଲେଭୋଡୋପା/କାର୍ବିଡୋପା ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[] ଯୁକ୍ତରାଜ୍ୟରେ ୨୦୨୩ ସୁଦ୍ଧା ୧୦୦ଟି ବଟିକାର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ଥିଲା ।[]

    1. "Levodopa". Archived from the original on 2023-02-28. Retrieved 2023-02-23.
    2. 1 2 3 4 5 6 7 "Co-beneldopa". BNF. Archived from the original on 13 September 2023. Retrieved 12 September 2023.
    3. 1 2 "Archive copy". Archived from the original on 2023-01-09. Retrieved 2023-02-23.{{cite web}}: CS1 maint: archived copy as title (link)
    4. 1 2 3 4 "Prolopa Product information". Health Canada. 25 April 2012. Archived from the original on 2 March 2023. Retrieved 8 January 2023.
    5. "Madopar 100 mg/25 mg Dispersible Tablets - Summary of Product Characteristics (SmPC)". (emc). 8 April 2020. Archived from the original on 28 February 2023. Retrieved 9 January 2023.
    6. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
    7. "Co-beneldopa Medicinal forms". BNF. Archived from the original on 13 September 2023. Retrieved 12 September 2023.