Jump to content

ଲେଭେଟିରାସେଟମ

ଉଇକିପିଡ଼ିଆ‌ରୁ
ଲେଭେଟିରାସେଟମ
Clinical data
Pronunciation/lɛvɪtɪˈræsɪtæm/
Trade namesKeppra, Elepsia, other
AHFS/Drugs.commonograph
MedlinePlusa699059
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth, intravenous
    Legal status
    Legal status
    • AU: S4 (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability~100%
    Protein binding<10%
    MetabolismEnzymatic hydrolysis of acetamide group
    Elimination half-life6–8 hrs
    ExcretionUrinary
    Identifiers
    • (S)-2-(2-Oxopyrrolidin-1-yl)butanamide
    ECHA InfoCard100.121.571 Edit this at Wikidata
    Chemical and physical data
    FormulaC8H14N2O2
    Molar mass୧୭୦.୨୧ g·mol−1
    3D model (JSmol)
    • O=C1N([C@H](C(=O)N)CC)CCC1
    • InChI=1S/C8H14N2O2/c1-2-6(8(9)12)10-5-3-4-7(10)11/h6H,2-5H2,1H3,(H2,9,12)/t6-/m0/s1 checkY
    • Key:HPHUVLMMVZITSG-LURJTMIESA-N checkY
      (verify)

    ଲେଭେଟିରାସେଟମ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କେପ୍ରା, ଏକ ଔଷଧ ଯାହା ଅପସ୍ମାରର ବା ଏପିଲେପ୍ସି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ।[] ଏହା ଆଂଶିକ ଆରମ୍ଭ, ମାୟୋକ୍ଲୋନିକ୍ କିମ୍ବା ଟନିକ୍-କ୍ଲୋନିକ୍ ବାତ ପାଇଁ ବ୍ୟବହୃତ ହୁଏ | [] ଏହା ପାଟିରେ ଦୁଇ ପ୍ରକାର ଭାବରେ ଦିଆଯାଏ: ତୁରନ୍ତ କିମ୍ବା ବିସ୍ତାରିତ ମୁକ୍ତି ସୂତ୍ର ଭାବରେ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଥକ୍କା ଅନୁଭବ କରିବା ଏବଂ ଆକ୍ରୋଶ ଭାବନା ହୋଇପାରେ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍, ଆତ୍ମହତ୍ୟା ପ୍ରବଣତା ଏବଂ ଆଲର୍ଜି ପ୍ରତିକ୍ରିୟା ଯେପରିକି ଷ୍ଟିଭେନ୍ସ - ଜନସନ ସିଣ୍ଡ୍ରୋମ ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନୁହେଁ ତାହା ଅସ୍ପଷ୍ଟ କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ ବ୍ୟବହାର ପାଇଁ ନିରାପଦ ମନେହୁଏ | [] ଏହା ଏଟିରାସେଟମର ଏକ ଏସ-ଏନାନ୍ସିଓମର (ଇଟିରାସେଟାମର S- enantiomer) ଅଟେ | [] ଏହା କିପରି କାମ କରେ ତାହା ସ୍ପଷ୍ଟ ନୁହେଁ | []

    ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା,[] ଲେଭେଟିରାସେଟାମ ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ମୂଲ୍ୟ ପ୍ରାୟ ୧୯.୩୧ ଡଲାର ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪.୫୦ ଡଲାର ଅଟେ। [] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୧୦ ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [][]

    1. 1 2 3 "Levetiracetam Monograph for Professionals". Drugs.com (in ଇଂରାଜୀ). AHFS. Archived from the original on 24 March 2019. Retrieved 14 January 2019.
    2. 1 2 3 4 "Levetiracetam Monograph for Professionals". Drugs.com (in ଇଂରାଜୀ). AHFS. Archived from the original on 24 March 2019. Retrieved 14 January 2019.
    3. "Levetiracetam Use During Pregnancy". Drugs.com (in ଇଂରାଜୀ). Archived from the original on 6 March 2019. Retrieved 5 March 2019.
    4. Cavanna, Andrea E. (2018). Behavioural Neurology of Anti-Epileptic Drugs: A Practical Guide (in ଇଂରାଜୀ). Oxford University Press. p. 17. ISBN 9780198791577. Archived from the original on 6 March 2019. Retrieved 5 March 2019.
    5. British national formulary: BNF 76 (76 ed.). Pharmaceutical Press. 2018. p. 319. ISBN 9780857113382.
    6. British national formulary: BNF 76 (76 ed.). Pharmaceutical Press. 2018. p. 319. ISBN 9780857113382.
    7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 6 March 2019. Retrieved 3 March 2019.
    8. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
    9. "Levetiracetam - Drug Usage Statistics". ClinCalc. Retrieved 11 April 2020.