Jump to content

ଲିଓଥାଇରୋନିନ

ଉଇକିପିଡ଼ିଆ‌ରୁ
Liothyronine sodium
Clinical data
Trade namesCytomel, Tertroxin, others
AHFS/Drugs.commonograph
MedlinePlusa682462
data
Pregnancy
category
  • US: A (No risk in human studies)
    Routes of
    administration
    By mouth, intravenous
    Legal status
    Legal status
    Pharmacokinetic data
    Protein binding99.7%
    Elimination half-life2.5 days
    Identifiers
    • sodium (S)-2-amino-3-[4-(4-hydroxy-3-iodophenoxy)-3,5-diiodophenyl]propanoate
    ECHA InfoCard100.000.203 Edit this at Wikidata
    Chemical and physical data
    FormulaC15H11I3NNaO4
    Molar mass୬୭୨.୯୬ g·mol−1
    3D model (JSmol)
    • [Na+].[O-]C(=O)[C@@H](N)Cc2cc(I)c(Oc1cc(I)c(O)cc1)c(I)c2.O
    • InChI=1S/C15H12I3NO4.Na.H2O/c16-9-6-8(1-2-13(9)20)23-14-10(17)3-7(4-11(14)18)5-12(19)15(21)22;;/h1-4,6,12,20H,5,19H2,(H,21,22);;1H2/q;+1;/p-1/t12-;;/m0../s1 checkY
    • Key:IRGJMZGKFAPCCR-LTCKWSDVSA-M checkY
      (verify)

    ଲିଓଥାଇରୋନିନ ହେଉଛି ଥାଇରଏଡ ହରମୋନ "ଟ୍ରାଇଆୟୋଡୋଥାଇରୋନିନ"ର (T 3 )ର ଏକ ଉତ୍ପାଦିତ ରୂପ | [] ହାଇପୋଥାଇରଏଡିଜିମ୍ ଏବଂ ମିକ୍ସିଡିମା କୋମାର ଚିକିତ୍ସା ପାଇଁ ଏହା ସାଧାରଣତଃ ବ୍ୟବହୃତ ହୁଏ | [] ଲିଭୋଥାଇରକ୍ସିନ ଅପେକ୍ଷା ଏହା ସାଧାରଣତଃ କମ୍ ପସନ୍ଦ କରାଯାଏ | [] ଏହାକୁ ପାଟିରେ କିମ୍ବା ଶିରାଭ୍ୟନ୍ତର ଇଞ୍ଜକସନ ଆକାରରେ ଦିଆଯାଇପାରେ | []

    ଅତ୍ୟଧିକ ମାତ୍ରା ଦେଲେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ | [] ଏଥିରେ ଓଜନ ହ୍ରାସ, ଜ୍ୱର, ମୁଣ୍ଡବିନ୍ଧା, ଉତ୍କଣ୍ଠା, ଶୋଇବାରେ ଅସୁବିଧା, ଆରିଥମିଆ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ ହୋଇପାରେ | [] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହାର ବ୍ୟବହାର ସାଧାରଣତଃ ନିରାପଦ ଅଟେ | [] [] ନିଆଯାଉଥିବା ମାତ୍ରା/ଡୋଜର ଉପଯୁକ୍ତତା ଯାଞ୍ଚ କରିବାକୁ ନିୟମିତ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। []

    ୧୯୫୬ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଲିଓଥାଇରୋନିନ ଅନୁମୋଦିତ ହୋଇଥିଲା | [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ୨୪୭ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। [] [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୨.୪୦ ଡଲାର ଅଟେ। [] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୫୨ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [] []

    1. 1 2 3 "Liothyronine Sodium Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2019. Retrieved 27 February 2019.
    2. 1 2 3 4 5 6 "Liothyronine Sodium Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2019. Retrieved 27 February 2019.
    3. 1 2 British National Formulary: BNF 76 (76 ed.). Pharmaceutical Press. 2018. p. 757. ISBN 9780857113382.
    4. British National Formulary: BNF 76 (76 ed.). Pharmaceutical Press. 2018. p. 757. ISBN 9780857113382.
    5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    6. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
    7. "Liothyronine Sodium - Drug Usage Statistics". ClinCalc. Archived from the original on 29 November 2020. Retrieved 11 April 2020.