ରାଲଟେଗ୍ରାଭିର

ଉଇକିପିଡ଼ିଆ‌ରୁ
ରାଲଟେଗ୍ରାଭିର
Clinical data
Trade namesIsentress
AHFS/Drugs.commonograph
MedlinePlusa608004
data
Pregnancy
category
  • US: C (Risk not ruled out)
Routes of
administration
oral
ATC code
Legal status
Legal status
Pharmacokinetic data
Bioavailability60%(FDA)
Protein binding83%
MetabolismHepatic (UGT1A1)
Elimination half-life9 hours
Excretionfeces and urine
Identifiers
  • N-(4-Fluorobenzyl)-5-hydroxy-1-methyl-2-(2-{[(5-methyl-1,3,4-oxadiazol-2-yl)carbonyl]amino}-2-propanyl)-6-oxo-1,6-dihydro-4-pyrimidinecarboxamide
CAS Number
PubChem CID
ChemSpider
UNII
ChEMBL
NIAID ChemDB
ECHA InfoCard100.124.631 Edit this at Wikidata
Chemical and physical data
FormulaC20H21FN6O5
Molar mass444.42 g/mol
3D model (JSmol)
  • Cc1nnc(o1)C(=O)NC(C)(C)C\3=N\C(C(=O)NCc2ccc(F)cc2)=C(\O)C(=O)N/3C
  • InChI=1S/C20H21FN6O5/c1-10-25-26-17(32-10)16(30)24-20(2,3)19-23-13(14(28)18(31)27(19)4)15(29)22-9-11-5-7-12(21)8-6-11/h5-8,28H,9H2,1-4H3,(H,22,29)(H,24,30) checkY
  • Key:CZFFBEXEKNGXKS-UHFFFAOYSA-N checkY
 ☒NcheckY (what is this?)  (verify)

ରାଲଟେଗ୍ରାଭିର ବା ଆରଏଏଲ (ଇଂରାଜୀ ଭାଷାରେ Raltegravir (RAL), ଏକ ବିକ୍ରୟ ନାମ ଇସେଣ୍ଟ୍ରେସ/Isentress) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଅନ୍ୟାନ୍ୟ ଔଷଧ ସ‌ହିତ ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ଦିଆଯାଏ ।[୧] ସଂସ୍ପର୍ଶ ପ୍ରତିଷେଧ (post exposure prophylaxis) ଭାବରେ ମଧ୍ୟ ଏହା ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୧]

ରାଲଟେଗ୍ରାଭିର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ଅଇ (nausea) ଥକ୍କା ଅନୁଭବ, ଅଧିକ ରକ୍ତ ଶର୍କରାମୁଣ୍ଡବିନ୍ଧା ହୋଇପାରେ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems), ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ରାବଡୋମାୟୋଲାଇସିସ (muscle breakdown) ହୋଇପାରେ ।[୨] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହା ନିରାପଦ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।[୨]ଭୁତାଣୁ ରେପ୍ଲିକେସନ (viral replication) ନିମନ୍ତେ ଆବଶ୍ୟକ ହେଉଥିବା ଏଚଆଇଭି ଇଣ୍ଟେଗ୍ରେଜକୁ (HIV integrase) ଡୋଲ୍ୟୁଟଗ୍ରାଭିର ଏକ ଏଚଆଇଭି ଇଣ୍ଟେଗ୍ରେଜ ସ୍ଟ୍ରାଣ୍ଡ ଟ୍ରାନସଫର ଇନହିବିଟର (HIV integrase strand transfer inhibitor) ଭାବରେ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ରାଲଟେଗ୍ରାଭିର ସନ ୨୦୦୭ରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୫୦ ଆମେରିକୀୟ ଡଲାର ।[୪] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସକୁ (NHS) ଏକ ମାସର ଖର୍ଚ୍ଚ ପ୍ରାୟ ୪୭୨ ପାଉଣ୍ଡ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ British national formulary : BNF 69 (69 ed.). British Medical Association. 2015. p. 429. ISBN 9780857111562.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Raltegravir Potassium". The American Society of Health-System Pharmacists. Retrieved 8 December 2017.
  3. "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  4. "Single Drug Information". International Medical Products Price Guide. Retrieved 9 December 2017.

ବାହ୍ୟ ଲିଙ୍କ[ସମ୍ପାଦନା]