Jump to content

ରାଜ କିଶୋର ଦାସ (ବିଚାରପତି)

ଉଇକିପିଡ଼ିଆ‌ରୁ

ରାଜ କିଶୋର ଦାସ (ଜନ୍ମ: ୧୦ ଅକ୍ଟୋବର ୧୯୬୦)ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରାଜ କିଶୋର ଦାସ ଓଡ଼ିଶାପୁରୀ ଜିଲ୍ଲାର ବାଗାଲପୁର ଗାଁରେ ୧୦ ଅକ୍ଟୋବର ୧୯୬୦ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟଳୟରୁ (ପାଟନା ବିଶ୍ଵବିଦ୍ୟାଳୟ ଅଧିନସ୍ଥ) କଳା ଓ ଆଇନ ବିଷୟରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ ।

ତାଙ୍କର ଆଇନଜୀବୀ ଜୀବନ ୧୯୩୪ରୁ ଆରମ୍ଭ ହୋଇଥିଲା । ୧୯୪୦ରେ ସେ ପାଟନା ଉଚ୍ଚ ନ୍ୟାୟାଳୟର ର ଆଇନଜୀବୀ ଭାବେ ଯୋଗ ଦେଲେ । ୧୯୫୪ରେ ସେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟରେ ଆଇନଜୀବୀ ଭାବେ ନାମ ଲେଖାଇଲେ । ଏକ ଆଇନଜୀବୀ ଭାବେ ସେ ଅନେକ ସଂବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଆପରାଧିକ ମାମଲାରେ ଓକିଲାତି କରିଛନ୍ତି ।

ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ 10.10.1960 ରୁ 1.11.1967 ପର୍ଯ୍ୟନ୍ତ ଦାୟୀତ୍ଵ ନିର୍ବାହ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-03.