ରାଘବ ଦାସ ମଠ

ଉଇକିପିଡ଼ିଆ ରୁ
Jump to navigation Jump to search

ପୁରୁଷତ୍ତମ କ୍ଷେତ୍ର ବା ପୁରୀରେ ଏକଦା ୭୫୨ଟି ମଠ ଥିଲା ବୋଲି ପ୍ରବାଦ ରହିଥିଲେ ବି ବର୍ତ୍ତମାନ ଅଧିକାଂଶ ମଠର ଅସ୍ତିତ୍ୱ ନାହିଁ । ଏହି ମଠମାନଙ୍କ ମଧରେ କେତୋଟି ମଠ ସହିତ ଜଗନ୍ନାଥଙ୍କର ଦୈନନ୍ଦିନ ନୀତି ଓ ଯ।ନିଯ।ତ୍ର। ସହ ରହିଛି ନିବିଡ ସମ୍ପର୍କା ସେଥରୁ ରାଘବ ଦାସ ମଠ ଅନ୍ୟତମ ।

ଏହି ମଠ ରାଘବ ଦାସଙ୍କ ନାମରେ ନାମିତ ।[୧] ଏହି ମଠର ମହନ୍ତ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣମୀ ଦିନ ଶାଢୀ ବନ୍ଧାଇବା ବିଧି ରହିଛି।

ମଠର ମହତ୍ତ୍ୱ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ରାଘବ ଦାସ ମଠ". ପ୍ରମେୟ. ୩ ଜୁନ୍ ୨୦୧୫. Retrieved ୫ ଜୁଲାଇ ୨୦୧୫. Check date values in: |accessdate=, |date= (help)