ଉତ୍ତର ଆମେରିକା
ଦେଖଣା
| କ୍ଷେତ୍ରଫଳ | ୨୪,୭୦୯,୦୦୦ km2 (୯,୫୪୦,୦୦୦ sq mi) |
|---|---|
| ଲୋକସଁଖ୍ୟା | ୫୨୮,୭୨୦,୫୮୮ (continents by population |
| ଲୋକସଁଖ୍ୟାର ଘନତା | ୨୨.୯ per km2 (୫୯.୩ per sq mi) |
| ରାଷ୍ଟ୍ରିଅତା | North American, American[୧] |
| ଦେଶ | ୨୩ (List of countries) |
| ଅଧିନରେ ଥିବା ଜାଗା | ୨୨ |
| ଭାଷା | ଇଂରାଜୀ, ସ୍ପାନିସ, ଫ୍ରେଞ୍ଚ |
| ସମୟ ଜୋନ | UTC-10 to UTC |
| ନଗର | 1. 2. 3. 4. 5. 6. 7. |
ଉତ୍ତର ଆମେରିକା, ଏକ ମହାଦେଶ । [୨]
ଭୂଗୋଳ
[ସମ୍ପାଦନା]ଉତ୍ତର ଆମେରିକା ଏକ ମହାଦେଶ। ଏହା ସମ୍ପୂର୍ଣ୍ଣ ଭାବେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ। କ୍ଷେତ୍ରଫଳ ହିସାବରେ ଏହା ୩ୟ ବୃହତ୍ତମ ଓ ଜନସଂଖ୍ୟା ହିସାବରେ ଏହା ପୃଥିବୀର ୪ଥ ଭୁହତ୍ତମ ମହାଦେଶ । ଏହାର ୨୪,୭୦୯,୦୦୦ ବର୍ଗ କିମି କ୍ଷେତ୍ରଫଳ ପୃଥିବୀର ମୋଟ କ୍ଷେତ୍ରଫଳର ୪.୮% , ତଥା ମୋଟ ସ୍ଥଳଭାଗ କ୍ଷେତ୍ରଫଳର ୧୬.୫% ।
ଇତିହାସ
[ସମ୍ପାଦନା]how
ଅର୍ଥନିତୀ
[ସମ୍ପାଦନା]ଭାଷା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "American". Merriam-webster.com. Retrieved 31 October 2011.
- ↑ "North America". Encyclopædia Britannica.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଉତ୍ତର ଆମେରିକା
ବାବଦରେ ମାଧ୍ୟମ ରହିଛି ।
| North America ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
| ଉଇକିକଥାରୁ ଢଗଢମାଳି ଓ କଥାମାନ | |
| ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
| ଉଇକିପୋଥିରେ ପଢ଼ାବହିମାନ | |
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |