ମୁନ୍ଦି
Appearance
Mundi
मूंदी | |
---|---|
Nickname: Moondi | |
Country | India |
State | Madhya Pradesh |
Region | Nimar |
District | Khandwa District |
Government | |
• Body | Nagar Parishad |
• Mayor | Santosh Rathore (new) Asha Jain(old) Lakshaman Patel (old) Santosh Rathore (old) |
• M.L.A | Lokendra Singh Tomar (Mandhata-Mundi Kshetra) |
Area | |
• ସମୁଦାୟ | 18 km2 (7 sq mi) |
Population (2011) | |
• Total | ୩୦ ୦୦୦ |
Demonym(s) | Mundian's , Mundari |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | MP-12 |
Spoken Languages | Hindi, English |
Literacy | 75% |
Pin Code | 450112 |
Telephone Code | +91-07326 |
ମୁନ୍ଦି ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ଏଅସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମୁନ୍ଦି ୨୨.୦୬୬୪ ଉତ୍ତର ଅକ୍ଷାଂଶ ଓ ୭୬.୪୯୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୬୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁନ୍ଦି ସହରର ମୋଟ ଜନସଂଖ୍ୟା ୧୦୬୬୭ ଅଟେ ।[୨] ସେଥି ମଧ୍ୟରୁ ୫୧.୯୫% ଜଣ ପରୁଷ ହୋଇଥିବା ବେଳେ ୪୮.୦୫% ଜଣ ନାରୀ ଅଟନ୍ତି । ମୁନ୍ଦିର ସାକ୍ଷରତା ହାର ୬୦.୯୯% ଅଟେ । ଏହା ଜାତୀୟ ହାରଠାରୁ ୩.୮୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୬% ପ୍ରତିଶତ ପୁରୁଷ ଓ ୨୪.୮୩% ନାରୀ ଅଟନ୍ତି । ୧୫.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ମୁନ୍ଦିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.