ହୋ ଭାଷା
| ହୋ | |
|---|---|
| ମାତୃଭାଷା ଅଞ୍ଚଳ | ଭାରତ, ବଙ୍ଗଳାଦେଶ |
| ଜାତିସତ୍ତା | ହୋ ଲୋକ |
ମାତୃଭାଷୀ | [୧] |
ଆଷ୍ଟ୍ରୋ-ଏସୀୟ
| |
| ବାରାଙ୍ଗ ଚିତି, ଓଡ଼ିଆ, ଦେବନାଗରୀ, ଲାଟିନ | |
| ଭାଷା କୋଡ୍ | |
| ISO ୬୩୯-୩ | hoc |
| ଗ୍ଲୋଟୋଲୋଗ | hooo1248 |
ହୋ (ବିହାର ହୋ ଏବଂ ଲାଢ଼୍କା କୋଲ ନାମରେ ମଧ୍ୟ ଜଣା) ଭାରତରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ ଆଷ୍ଟ୍ରୋ-ଏସୀୟ ଭାଷା ସମୂହ ଅନ୍ତର୍ଗତ ଏକ ମୁଣ୍ଡା ଭାଷା । ଏହା ହୋ ଲୋକଙ୍କ ଦେଇ କଥିତ ଓ ବାରାଙ୍ଗ ଚିତି ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା ଓଡ଼ିଆ, ଦେବନାଗରୀ ଓ ଲାଟିନ ଲିପିରେ ଲିଖିତ ହୋଇଥିଲା [୨] ଏବଂ ହୋ ଭାଷୀ ଲୋକେ ବାରାଙ୍ଗ ଚିତି ଲିପିରେ ଲେଖନ୍ତି । [୩] "ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି । [୪]
ବିତରଣ
[ସମ୍ପାଦନା]ସର୍ବାଧିକ ହୋ ଭାଷୀ ଲୋକେ ଝାଡ଼ଖଣ୍ଡର ପୂର୍ବ ସିଂହଭୁମି ଜିଲ୍ଲା ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ ମୟୂରଭଞ୍ଜର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା ଖେରବାଡ଼ି ଭାଷାଭିଧାନିକ ଗୁଣର ବିଷେଷତ୍ୱ । [୪] [୫]
ଆଧାର
[ସମ୍ପାଦନା]- ↑ ହୋ at Ethnologue (18th ed., 2015)
- ↑ "The Warang Chiti Alphabet". Swarthmore.edu. Retrieved 19 March 2015.
- ↑ Harrison, Anderson, David, Gregory. "Review of Proposal for Encoding Warang Chiti (Hoorthography) in Unicode" (PDF). Retrieved 19 March 2015.
{{cite web}}: CS1 maint: multiple names: authors list (link) - ↑ ୪.୦ ୪.୧ "Ho Web Sketch: Ho writing" (PDF). Livingtongues.org. Archived from the original (PDF) on 17 March 2016. Retrieved 19 March 2015.
- ↑ Anderson, edited by Gregory S. (2008). The Munda languages (1. publ. ed.). London: Routledge. ISBN 0-415-32890-X.
{{cite book}}:|access-date=requires|url=(help);|first1=has generic name (help)