ମୀରା ଚୋପ୍ରା

ଉଇକିପିଡ଼ିଆ‌ରୁ
ମୀରା ଚୋପ୍ରା
Meera Chopra snapped at the launch of Jashn’s Fall-Winter 2018 Collection in Delhi (04) (cropped).jpg
ଜନ୍ମ
ମୀରା ଚୋପ୍ରା

ଅନ୍ୟ ନାମନୀଲା[୧]
ବୃତ୍ତିଅଭିନେତ୍ରୀ
Years active୨୦୦୫- ଏବେଯାଏଁ
ସମ୍ପର୍କୀୟ[୨]

ମୀରା ଚୋପ୍ରା ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୩] ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଭଉଣୀ । ମୀରା ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।[୪][୫]


ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ମୀରା ଚୋପ୍ରା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ପରିଣୀତି ଚୋପ୍ରା ଏବଂ ମନାରା ଚୋପ୍ରାଙ୍କର ଭଉଣୀ ।[୨]

ଅଭିନୟ ଜୀବନ[ସମ୍ପାଦନା]

ମୀରା ୨୦୦୫ ମସିହାରେ ତାମିଲ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମୀରା ବିକ୍ରମ ଭଟ୍ଟଙ୍କର ୧୯୨୦: ଲଣ୍ଡନରେ ଅଭିନେତା ସର୍ମଣ ଜୋସୀଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୫: ଆନ୍‌ବେ ଆରୁୟିରେ (ତାମିଲ)
  • ୨୦୦୬: ବଙ୍ଗାରାମ୍ (ତେଲୁଗୁ)
  • ୨୦୦୮: ଜାମ୍ବବାନ (ତାମିଲ)
  • ୨୦୦୮: ଲୀ (ତାମିଲ)
  • ୨୦୦୮: ମାରୁଧମାଲାଇ (ତାମିଲ)
  • ୨୦୦୮: କାଲାଇ (ତାମିଲ)
  • ୨୦୦୯: ବାନା (ତେଲୁଗୁ)
  • ୨୦୦୯: ଅର୍ଜୁନ (କନ୍ନଡ଼)
  • ୨୦୦୯: ଜଗନ‌ମୋହିନୀ (ତାମିଲ)
  • ୨୦୧୧: ମାରୋ (ତେଲୁଗୁ)
  • ୨୦୧୩: ଗ୍ରୀକୁ ଭିରୁଡ଼ୁ (ତେଲୁଗୁ)
  • ୨୦୧୪: ଗ୍ୟାଙ୍ଗ୍‌ସ୍ ଅଫ୍ ଘୋଷ୍ଟ (ହିନ୍ଦୀ)
  • ୨୦୧୫: ଇସାଇ (ତାମିଲ)
  • ୨୦୧୫: କିଲ୍ଲାଡ଼ି (ତାମିଲ)
  • ୨୦୧୫: ମୋଗଲି ପୁଭ୍ଭୁ (ତେଲୁଗୁ/ହିନ୍ଦୀ)
  • ୨୦୧୬: ୧୯୨୦: ଲଣ୍ଡନ (ହିନ୍ଦୀ)
  • ୨୦୧୭: ୱାନ୍ (ଇଂରାଜୀ/କାନ୍ନାଡ଼ିଆନ୍)
  • ୨୦୧୮: ନାସ୍ତିକ (ହିନ୍ଦୀ)

ଆଧାର[ସମ୍ପାଦନା]

  1. Meera Chopra (Nila) Biography, Wiki, DOB, Family, Profile, Movies, Photos – Filmibeat. Entertainment.oneindia.in. Retrieved on 29 December 2016.
  2. ୨.୦ ୨.୧ Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 14 September 2013.
  3. Vikram Bhatt-KRK controversy: Actress Meera Chopra speaks up – The Times of India. Timesofindia.indiatimes.com (25 June 2016). Retrieved on 2017-04-11
  4. Nila bids goodbye. Behindwoods.com (1 October 2009). Retrieved on 2017-04-11
  5. Girl uninterrupted. Hindu.com. Retrieved on 11 April 2017
  6. "Meera Chopra will romance Sharman in 1920 London". Hub 24x7. Retrieved 11 April 2017.

ଅଧିକ ତ‌ଥ୍ୟ[ସମ୍ପାଦନା]