ମୀରା ଚୋପ୍ରା
Appearance
(Meera Chopraରୁ ଲେଉଟି ଆସିଛି)
ମୀରା ଚୋପ୍ରା | |
---|---|
ଜନ୍ମ | ମୀରା ଚୋପ୍ରା |
ଅନ୍ୟ ନାମ | ନୀଲା[୧] |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫- ଏବେଯାଏଁ |
ସମ୍ପର୍କୀୟ | List
|
ମୀରା ଚୋପ୍ରା ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୩] ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଭଉଣୀ । ମୀରା ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରନ୍ତି ।[୪][୫]
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ମୀରା ଚୋପ୍ରା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ପରିଣୀତି ଚୋପ୍ରା ଏବଂ ମନାରା ଚୋପ୍ରାଙ୍କର ଭଉଣୀ ।[୨]
ଅଭିନୟ ଜୀବନ
[ସମ୍ପାଦନା]ମୀରା ୨୦୦୫ ମସିହାରେ ତାମିଲ ଚଳଚ୍ଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମୀରା ବିକ୍ରମ ଭଟ୍ଟଙ୍କର ୧୯୨୦: ଲଣ୍ଡନରେ ଅଭିନେତା ସର୍ମଣ ଜୋସୀଙ୍କ ସହ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୦୫: ଆନ୍ବେ ଆରୁୟିରେ (ତାମିଲ)
- ୨୦୦୬: ବଙ୍ଗାରାମ୍ (ତେଲୁଗୁ)
- ୨୦୦୮: ଜାମ୍ବବାନ (ତାମିଲ)
- ୨୦୦୮: ଲୀ (ତାମିଲ)
- ୨୦୦୮: ମାରୁଧମାଲାଇ (ତାମିଲ)
- ୨୦୦୮: କାଲାଇ (ତାମିଲ)
- ୨୦୦୯: ବାନା (ତେଲୁଗୁ)
- ୨୦୦୯: ଅର୍ଜୁନ (କନ୍ନଡ଼)
- ୨୦୦୯: ଜଗନମୋହିନୀ (ତାମିଲ)
- ୨୦୧୧: ମାରୋ (ତେଲୁଗୁ)
- ୨୦୧୩: ଗ୍ରୀକୁ ଭିରୁଡ଼ୁ (ତେଲୁଗୁ)
- ୨୦୧୪: ଗ୍ୟାଙ୍ଗ୍ସ୍ ଅଫ୍ ଘୋଷ୍ଟ (ହିନ୍ଦୀ)
- ୨୦୧୫: ଇସାଇ (ତାମିଲ)
- ୨୦୧୫: କିଲ୍ଲାଡ଼ି (ତାମିଲ)
- ୨୦୧୫: ମୋଗଲି ପୁଭ୍ଭୁ (ତେଲୁଗୁ/ହିନ୍ଦୀ)
- ୨୦୧୬: ୧୯୨୦: ଲଣ୍ଡନ (ହିନ୍ଦୀ)
- ୨୦୧୭: ୱାନ୍ (ଇଂରାଜୀ/କାନ୍ନାଡ଼ିଆନ୍)
- ୨୦୧୮: ନାସ୍ତିକ (ହିନ୍ଦୀ)
ଆଧାର
[ସମ୍ପାଦନା]- ↑ Meera Chopra (Nila) Biography, Wiki, DOB, Family, Profile, Movies, Photos – Filmibeat Archived 2014-03-12 at the Wayback Machine.. Entertainment.oneindia.in. Retrieved on 29 December 2016.
- ↑ ୨.୦ ୨.୧ Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 14 September 2013.
- ↑ Vikram Bhatt-KRK controversy: Actress Meera Chopra speaks up – The Times of India. Timesofindia.indiatimes.com (25 June 2016). Retrieved on 2017-04-11
- ↑ Nila bids goodbye. Behindwoods.com (1 October 2009). Retrieved on 2017-04-11
- ↑ Girl uninterrupted Archived 2014-06-28 at the Wayback Machine.. Hindu.com. Retrieved on 11 April 2017
- ↑ "Meera Chopra will romance Sharman in 1920 London". Hub 24x7. Archived from the original on 12 April 2015. Retrieved 11 April 2017.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ମୀରା ଚୋପ୍ରା
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ମୀରା ଚୋପ୍ରା