ମାଇନାଗୁଡ଼ି
ଦେଖଣା
Mainaguri
ময়নাগুড়ি Maynaguri | |
---|---|
City
| |
Nickname: The Gateway of Dooars | |
ଦେଶ | India |
ରାଜ୍ୟ | West Bengal |
ଜିଲ୍ଲା | Jalpaiguri |
Elevation | 84 m (276 ft) |
Population (2011) | |
• Total | ୩୦,୪୯୦ |
ଭାଷା | |
• ସରକାରୀ | Bengali, English |
Time zone | UTC+5:30 (IST) |
PIN | |
Lok Sabha constituency | Jalpaiguri |
Vidhan Sabha constituency | Maynaguri |
Website | jalpaiguri |
ମାଇନାଗୁଡ଼ି ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ପଶ୍ଚିମବଙ୍ଗର ଜଲ୍ପଇଗୁରି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାଇନାଗୁଡ଼ି ୨୬.୫୬୨୬ ଉତ୍ତର ଅକ୍ଷାଂଶ ଓ ୮୮.୮୨୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୫ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଇନାଗୁଡ଼ି ସହରର ମୋଟ ଜନସଂଖ୍ୟା ୨୭୦୮୬ ଅଟେ ।[୨] ସେଥି ମଧ୍ୟରୁ ୫୧.୧୦% ଜଣ ପରୁଷ ହୋଇଥିବା ବେଳେ ୪୮.୯୦% ଜଣ ନାରୀ ଅଟନ୍ତି । ମାଇନାଗୁଡ଼ିର ସାକ୍ଷରତା ହାର ୭୪.୯୫% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୯୪% ପ୍ରତିଶତ ପୁରୁଷ ଓ ୩୪.୦୧% ନାରୀ ଅଟନ୍ତି । ୧୧.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ମାଇନାଗୁଡ଼ିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.