ମାଇନାଗୁଡ଼ି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mainaguri
ময়নাগুড়ি
Maynaguri
City
Road View
Nickname: 
The Gateway of Dooars
ଦେଶ India
ରାଜ୍ୟWest Bengal
ଜିଲ୍ଲାJalpaiguri
Elevation
84 m (276 ft)
Population
 (2011)
 • Total୩୦,୪୯୦
ଭାଷା
 • ସରକାରୀBengali, English
Time zoneUTC+5:30 (IST)
PIN
Lok Sabha constituencyJalpaiguri
Vidhan Sabha constituencyMaynaguri
Websitejalpaiguri.gov.in

ମାଇନାଗୁଡ଼ି ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ପଶ୍ଚିମବଙ୍ଗର ଜଲ୍ପଇଗୁରି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାଇନାଗୁଡ଼ି ୨୬.୫୬୨୬ ଉତ୍ତର ଅକ୍ଷାଂଶ ଓ ୮୮.୮୨୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଇନାଗୁଡ଼ି ସହରର ମୋଟ ଜନସଂଖ୍ୟା ୨୭୦୮୬ ଅଟେ ।[୨] ସେଥି ମଧ୍ୟରୁ ୫୧.୧୦% ଜଣ ପରୁଷ ହୋଇଥିବା ବେଳେ ୪୮.୯୦% ଜଣ ନାରୀ ଅଟନ୍ତି । ମାଇନାଗୁଡ଼ିର ସାକ୍ଷରତା ହାର ୭୪.୯୫% ଅଟେ । ଏହା ଜାତୀୟ ହାରଠାରୁ ୧୦.୧୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୯୪% ପ୍ରତିଶତ ପୁରୁଷ ଓ ୩୪.୦୧% ନାରୀ ଅଟନ୍ତି । ୧୧.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ମାଇନାଗୁଡ଼ିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]